ମୈଥାନ କାରଖାନାର ଶ୍ରମିକଙ୍କ ଆନ୍ଦୋଳନ - କଳିଙ୍ଗନଗର ଯାଜପୁର

ଯାଜପୁର /କଳିଙ୍ଗନଗର :- କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଶ୍ରମିକମାନଙ୍କ ଦୁର୍ଦ୍ଦଶା l କାରଖାନାରେ କାମକରି ପରିବାର ପ୍ରତିପୋଷଣ କରିବା ପାଇଁ ଚାକିରି କରି ମଧ୍ୟ ପରିବାର ରହୁଛନ୍ତି ଓପାସ l କଳିଙ୍ଗନଗର ମୈଥାନ କାରଖାନାରେ ଆଜକୁ ୯ ମାସ ହେବ ମିଳିନାହିଁ ଶ୍ରମିକମାନଙ୍କ ପାରିଶ୍ରମିକ ଏହି ପ୍ରସଙ୍ଗରେ ଆଗରୁ ଦୁଇ ଦୁଇ ଥର କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଥିଲେ ଶ୍ରମିକମାନେ l ଏବେ  ସେମାନେ  ନିଜର ନ୍ୟାାର୍ଯ୍ୟ ଦାବି   ଓହ୍ଲାଇଲେେ ରାସ୍ତାକୁ, ୧୭ ତାରିଖରେ  ସମ୍ପୂର୍ଣ୍ଣ ଭାବେ ବନ୍ଦ  କରିଥିଲେ ବିଜୁପଟ୍ଟନାୟକ  ମାର୍ଗ  ରାସ୍ତା l  ସେମାନଙ୍କ ସାଥିରେ ସାଥ୍ ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ l ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ, କତୃପକ୍ଷଙ୍କ  ଆଲୋଚନା  ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି  ମିଳିଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !