ଯାଜପୁର ଜିଲ୍ଲା ଯୁବା ମୋର୍ଚାର CAA ଏବଂ NRC ସମର୍ଥନ ପଦଯାତ୍ରା l

ଯାଜପୁର /ସୁକିନ୍ଦା - କଳିଙ୍ଗ ନଗର, ଡୁବୁରି କପିଳେଶ୍ବର ଶିବ ପିଠ ଠାରୁ ସୁକିନ୍ଦା ଯୁବ ମୋର୍ଚା ପକ୍ଷରୁ ଯାଜପୁର ଜିଲ୍ଲା ଯୁବ ମୋର୍ଚା ଉପସଭାପତି ରବିନ୍ଦ୍ର କୁମାର ପୁହାଣ ଙ୍କ ନେତୃତ୍ଵରେ ଏକ ଯୁବ ମୋର୍ଚା ପଟୁଆରରେ ଆସି ଡୁବୁରି ଛକ ପର୍ଯ୍ୟନ୍ତ NRC ସପକ୍ଷରେ ଶୋଭାଯାତ୍ରା କରିଥିଲେ ।ଏହି ଅବସରରେ ମଣ୍ଡଳ ସଭାପତି ଅଜିତ୍ ଦାସ୍, ପୁଷ୍ପକ ମହାପାତ୍ର, ପଦ୍ମଲୋଚନ ବାରିକ୍, ସମ୍ବିତ୍ ନାୟକ, ଜନ୍ମେଜୟ ବେହୁରା, ଜିତେନ୍ଦ୍ର ବେହୁରା, ଜ୍ଞାନ ରଞ୍ଜନ ସାହୁ, ରାକେଶ ନାୟକ, ପ୍ରକାଶ ବେହୁରା, କୈଳାସ ନାୟକ, ମାନସ୍ ନାୟକ ଚିରଂଜିବି ବେହୁରା ପ୍ରମୁଖ we support #CAA
         We demand # NRC ନାରାଦେଇ ସମର୍ଥନ ଜଣାଇଥିଲେ । Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !