ଯାଜପୁର ର ଗୌରବ ଆଣିବେ ସିଦ୍ଧାର୍ଥ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

ଯାଜପୁର - ପୁରାତନ ଛାତ୍ର ନିଜ ବିଦ୍ୟଳୟ ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଶା l
ଯାଜପୁର ଜିଲ୍ଲାର ଦଶରଥପୁର୍ ବ୍ଲକ ଅନ୍ତର୍ଗତ ଅହି ହାସ ଠାରେ ଥିବା ଅହିହାସ ବିଦ୍ୟାଳୟ ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ନିଜ ବିଦ୍ୟଳୟ ର ସମସ୍ତ ଆଯୋଜନ ବିଷୟ ଉପରେ ଆଧାରିତ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ସିଧ୍ୟାର୍ଥ ଦାସ ଘର ତରପଦା ,ବାପା ଉମାକାନ୍ତ ଦାସ ,ମାତା ସଞୁଲତା ଦାସ, ଶିକ୍ଷା ସ୍ନାତକୋତ୍ତର , ସମାଜ ସେବା । ଏହିପରି ମହାନ୍ କାର୍ଯ୍ୟ ପାଇଁ ଯୁବସମାଜ ମନରେ ଯଦି ମୁଁ ନିଜର ଭଲପାଇବା ଦେଇପାରିବି ନମସ୍ତେ ମୋ ପରି କିଛି ସାମାଜିକ ବିକାଶ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସିଦ୍ଧାର୍ଥ l ଯଦି ସଠିକ୍ ମାର୍ଗରେ ପରିଚାଳିତ ହେଉଛି ତେବେ ନିଶ୍ଚୟ ସମାଜ ଏହାକୁ ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ନିକଟତର ହେବାପାଇଁ ରାସ୍ତା ଖୋଲିବ l ritavisionnews.blogspot.com 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !