ସମାଜିକ ବାର୍ତ୍ତା ଦେଲେ ଯୁବ ସମାଜ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

*ଯୁବ ବିଂଝାଲ ସମାଜ ସଂଘ, ନୂଆପଡ଼ା*
ବ୍ୟୁରୋ ରିପୋର୍ଟ (ନୂଆପଡ଼ା) - ଗତ ୨୩ ତାରିଖ ରବିବାର ଦିନ ସକାଳ ୧୦:୦୦ ଘ. ସମୟ ରେ ଗ୍ରାମ ଗୁଣ୍ଡରୁଝର ଠାରେ ଏକ ସାର୍ବଜନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ନୂଆପଡ଼ା ଜିଲ୍ଲା ସମସ୍ତ ବ୍ଲକର ଯୁବ ବିଂଝାଲ ଯୁବକ,ଯୁବତୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ଏହି ବୈଠକରେ ଶ୍ରୀ ଯୁକ୍ତ ତୁଳସୀ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜିକ ସୁରକ୍ଷା,ଭେଦଭାବ,ପରମ୍ପରା ରିତି,ଝିଅ ମାନଙ୍କୁ ଅଗ୍ରାଧିକାର, ସାମାଜିକ ସଚେତନତା ଓ ବିଂଝାଲ ସମାଜର ଯୁବକ ଯୁବତୀ ମାନଙ୍କର ସ୍ବାକ୍ଷରତା ହାର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ସଂପାଦକ ବାବୁଲାଲ ବରିହା, କୋଷାଧ୍ୟକ୍ଷ ମୋତିରାମ ବରିହା, ବିବେକ ରଞ୍ଜନ ବରିହା, ବିଜୟ ବରିହା,ସନତରାମ ବରିହା, ନନ୍ଦଲାଲ ବରିହା,ଲଭ ବରିହା,ସକୁର ବରିହା,ସତ୍ଯବତି ବରିହା,ସୁମିତ୍ରା ବରିହା ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !