ସାମ୍ବାଦିକ ଙ୍କ ମହାନୀୟତା, ସବୁବର୍ଗରେ ପ୍ରଶଂସା ର ସୁଅ ଛୁଟିଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ବ୍ୟୁରୋ ରିପୋର୍ଟ :- ୫୩ ଜଣ ବିତରକଙ୍କୁ ମାସକ ପାଇଁ ରାସନ ପ୍ରଦାନ...
ବ୍ୟାସନଗର,କୋରେଇ, ଶଂଖଚିଲା ଓ ରଗଡି ଅଂଚଳର ୫୩ ଜଣ ଖବରକାଗଜ ବିତରକଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ସମାଜ ବ୍ୟାସନଗର ପ୍ରତିନିଧି ଚିନ୍ତାମଣି ପାଢ଼ୀ. କରୋନା ବୈଶ୍ବିକ ମହାମାରୀ ବିତରକ ଭାଇମାନଙ୍କ ଅ।ର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅଂଫନ୍ ସେମାନଙ୍କୁ ବିଚଳିତ କରିଛିି l ଏତିକି ପରିସ୍ଥିତି ରେ ଅଂଚଳର ସମସ୍ତ ବିତରକଙ୍କୁ ଚାଉଳ ୧୦ କି, ଅଟା ୫କି, ସୋରଷ ତେଲ ୧ଲି. ରିଫାଇନ୍ ୧ଲି, ଅ।ଳୁ ୫କି, ପିଅାଜ ୨କି, ହରଡ ଡାଲି ୨କି, ଚୁଡା ୨କି, ଚିନି ୨କି, ଥିନ୍ ବିସ୍କୁଟ ୧ପ୍ୟା, ଜିରା,ଫୁଟଣ, ସୋରିଷ, ତେଜପତ୍ର, ଦିଅାସିଲ ,ଗରମ ମସଲା, କରି ପାଉଡର,ଲୁଗା ସଫା ସାବୁନ୧ ଦେହଲଗା ସାବୁନ୧, ସର୍ଫ ୧କି, ହାଣ୍ଡୟାସ, ସାନିଟାଇଜର, ମାସ୍କ ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି. I ଏଠକାର ଏଜେଣ୍ଟ ଗୋବିନ୍ଦ ଦାସ ପ୍ରଫୁଲ୍ଳ ସାହୁ, ପ୍ରକାଶ ସାହୁଙ୍କ ଉପସ୍ଥିତ ରେ ଯାଜପୁର ସମାଜ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା. ଉତ୍କଳମଣି ଗୋପବନ୍ଧୁଙ୍କ ଓ ସମାଜ ଅାଦର୍ଶରେ ଅନପ୍ରାଣୀତ ହୋଇ ଶ୍ରୀ ପାଢ଼ୀ ନିଜ ବାସଭବନ ରେ ଏଭଳି ଅାୟୋଜନ କରିଥିଲେ ଯାହକୁ ବିତରକ ବନ୍ଧୁ ମାନେ ଭୂୟଶୀ ପ୍ରଶଂସା କରି ସମାଜ ଖବର କାଗଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ....

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !