ବିପୁଳ ପରିମାଣର ଆସ୍କା - 40 ଜବଦ, ଜଣେ ଗିରଫ l

.           ପୋଲିସ୍ ଦ୍ଵାରା ଗିରଫ ବ୍ୟକ୍ତି 
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ସଦର ପୋଲିସ ଏମଭି ଯାଞ୍ଚ ସମୟରେ ଏକ ଗାଡି ଚିହ୍ନଟ କରି ଆସ୍କା -40 ର ୨୫୦ କାର୍ଟୁନ, ପ୍ରାୟ ୧୨୫୦ ଲିଟର୍ ଜବଦ କରିଛି। 
           ଜବଦ ଗାଡି ସହ ଆସ୍କା - 40
 ବେଆଇନ ଭାବେ ଏହି ମଦ ପରିବହନ କରାଯାଉଥିଲା | ଏହି ଆଧାରରେ , ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଭିଯୁକ୍ତ  କୁ ଗିରଫ କରାଯାଇଛି। 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !