ନେତାଜୀ ଜୟନ୍ତୀ ଅବସରରେ, ସୁବାସ ସେନା ତରଫ ରୁ ଦହି ପାଣି ଓ ଖାଦ୍ୟ ବଣ୍ଟନ I

ବ୍ୟୁରୋ ରିପୋର୍ଟ - କଟକ ନୂଆବଜାର ସ୍ଥିତ ନେତାଜୀ ସୁବାଷ ସେନା ସବୁବେଳେ ନେତାଜୀ ଙ୍କ ନୀତି ଆଦର୍ଶ କୁ ବଜାୟ ରଖି ଆସିଛି।ନେତାଜୀ ଙ୍କ ଜନ୍ମ ଦିନ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଙ୍କ ସଂଗ୍ରାଳୟ କୁ ଆସୁଥିବା ସମସ୍ତ ଦର୍ଶନହାରି ଙ୍କ ପାଇଁ ସୁବାସ ସେନା ଦହି ପାଣି, ଓ ପୁରୀ ବୁନ୍ଦୀଆ ବଣ୍ଟନ କରିବା ସହ ଅସହାୟ ମହିଳା ଙ୍କୁ ଶାଢ଼ୀ ଓ ଛୋଟ ଛୁଆ ଙ୍କୁ ଚକେଲଟ ସହ ନେତାଜୀ ଙ୍କ ଜୀବନ ଦର୍ଶନ ବହି ପ୍ରଦାନ କରା ଯାଇଥିଲା ।ସୁବାଷ ବୋଷ ଙ୍କ ଯେପରି ଚିନ୍ତାଧାରା ଥିଲା ,ସ୍ୱାଧୀନତା ପରେ ପ୍ରଥମ କାମ ହେବ ଭାରତ ବର୍ଷ ରେ ଧନୀ ଓ ଗରିବ ସବୁଶ୍ରେଣୀ ଲୋକ ଙ୍କ ମୁହଁ ରେ ଅର୍ଣ୍ଣ ତୋଳି ଦେବା, ଏହି ମୂର୍ତିମାନ ମୂର୍ଦ୍ଧନିୟ ମନ୍ତ୍ର କୁ ପାଥେୟ କରି ନେତାଜୀ ସୁବାଷ ସେନା ଏହି ମହାନ କାର୍ଯ୍ୟ କରିଥିଲା।ଏହି କାର୍ଯ୍ୟକ୍ରମ ରେ ବି ପ୍ରସାଦ ନାଇଡୁ, ସୁଧାକର ରାଓ, ଏଲ.ଲୋକନାଥ, ବୁବୁନ ପଣ୍ଡା ଓ ସେନା ର ସଭାପତି ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ।
On the occasion of Netaji Jayanti, the distribution of yoghurt water and food by the Subhas Sena. 
BUREAU REPORT - Netaji Subhas Sena in Cuttack New Bazaar has always maintained Netaji's policy ideals. Netaji's philosophy of life with chariots and small children was given to Netaji's life philosophy book. Kari Netaji Subhas Sena did this great job. B Prasad Naidu, Sudhakar Rao, L. Loknath, Bubun Panda and Sena President Ajit Das also played key roles in the program.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !