ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର କେଲୁଅ ନଦୀରେ ହୋଇଯାଇଥିବା ମଣିଷ କୃତ ଘାଇ ର ତଦନ୍ତ କଲା ଭିଜିଲାନ୍ସ ବିଭାଗ l

 


ଯାଜପୁର (ବ୍ୟୁରୋ ରିପୋର୍ଟ) :- ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନସ୍ଥ ରମାପୁର , ର୍ବୃଦ୍ଧଲିଙ୍ଗ ରେ କେଲୁଅ ନଦୀରେ ହୋଇଥିବା ବହୁଚର୍ଚ୍ଚିତ ମାମୁଁ ଭଣଜା ଘାଇ,ଯାହାକି ଡିନାମାଇଟି ଜରିଆରେ ସ୍ରୁଷ୍ଟି କରାଯାଇଥିଲା l ଏଥିରେ ସର୍ପୃକ୍ତ ଥିବା ମାମୁଁ ଜେଇ ନରେନ୍ ଜେନା, ଭଣଜା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଇଶାରା ରେ ଏହି ଘାଈ କରାଯାଇଥିଲା, ଏହି ଘାଈ ପ୍ରସଙ୍ଗରେ ସର୍ବପ୍ରଥମେ ଧର୍ମଶାଳା ର ସୂଚନାଧିକାର କର୍ମୀ ସର୍ବେଶ୍ଵର ବେହୁରା ମୁହଁ ଖୋଲିଥିଲେ l

ପରେ ଲୋକାୟୁକ୍ତ ରେ କେସ୍ ଦାଖଲ କରିଥିଲେ l ଲୋକାୟୁକ୍ତ ୬ ଜଣ ଙ୍କ ନାମରେ ନୋଟିସ୍ ଜାରି କରିଥିଲେ l ଏହି ୬ ଜଣ ଙ୍କ ମଧ୍ୟରୁ ମାମୁଁ ଜେଇ ନରେନ୍ ଜେନା, ଭଣଜା ବିଧାୟକ ବଲମନ୍ତ ରାୟ ଆଉ ୪ ଜଣ ଙ୍କ ନାମରେ ନୋଟିସ୍ ଆସିଥିଲା l ଯାହାଫଳରେ କି ଏମାନେ ଲୋକାୟୁକ୍ତ ର ନୋଟିସ୍ କୁ ବେଖାତିରି କରିଥିଲେ, ପରେ ମାନ୍ୟବର ଲୋକାୟୁକ୍ତ          ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା 

 କେସ୍ କୁ ଭିଜିଲାନ୍ସ ହାତକୁ ଦେଲେ I ଆଜି ଭିଜିଲାନ୍ସ ଟିମ୍ ଆସି ଘଟଣା ସ୍ଥଳରେ ତଦନ୍ତ କରୁଥିବା ସମୟରେ ବହୁଚର୍ଚ୍ଚିତ ମାମୁଁ ଜେଇ ନରେନ୍ ଜେନା ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ଏଠାରେ ପ୍ରଶ୍ନ ଉଠେ ଯାହାଙ୍କ ନାମରେ ଲୋକାୟୁକ୍ତ ରେ ନୋଟିସ୍ ଅଛି, ସେ କାହା ଇଶାରା ରେ ତଦନ୍ତ କାରୀ ଟିମ୍ କୁ ଗାଇଡ କରୁଥିଲେ I ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଥିବା ତଦନ୍ତ ଠିକ୍ ବାଟରେ ଯିବ ବୋଲି, ଏନେଇ ମନ୍ତବ୍ୟ ରଖିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା I

The vigilance department investigated the man-made injuries in the Kelua river in the Dharamsala constituency.

Jajpur (Beuro Report): - The much-hyped uncle nephew Ghai, who was created through dynamite in the Kelua river in Rampurdh, Rourdhalinga under Dharamsala constituency, was created through dynamite. Dharamsala's information rights activist Sarveshwar Behura was the first to open the case and 

               JEE Naren Jena 

later filed a case with the Lokayukta. Did they disregard the Lokayukta's notice, then handed over the Hon'ble Lokayukta coat case to Vigilance? "The rescue squad wasn't called for him," she told the Associated Press. Sarveshwar Behura I

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !