ଦୈନିକ ଓଡ଼ିଆ ଖବରକାଗଜ'' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Beuro report - ଓଡ଼ିଶା ରେ ଅତି ପରିଚିତ, ନିର୍ଭୀକ ଓଡ଼ିଆ ଦୈନିକ ଖବର କାଗଜ '' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଦିବସ ଢେଙ୍କାନାଳ ସ୍ଥିତ ଗୋପବନ୍ଧୁ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ '' ମନ୍ଥନ '' ର ସମ୍ପାଦକ ଶରତ ରାଉତ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ - ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ମିଡିଆ ପୁଞ୍ଜିପତି, ଶିଳ୍ପପତି ଓ ରାଜନେତା ଚଳାଇଛନ୍ତି l ଯାହାଦ୍ୱାରା ଭିନ୍ନ ଭିନ୍ନ ସମ୍ବାଦ ପତ୍ର ରେ କୌଣସି ସଠିକ୍ ଖବର ଜନସାଧାରଣ ପାଇପାରୁନାହାନ୍ତି I କିନ୍ତୁ'' ମନ୍ଥନ '' କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ହୋଇଥିଲେ ବି ଗୁଣାତ୍ମକ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଛି l ଦଳ ମତ ନିର୍ବିଶେଷରେ ଖବର ପ୍ରଚାରିତ କରି ଓଡ଼ିଶା ର କୋଣ ଅନୁକୋଣରେ ପରିଚିତ ହୋଇପରିଛି l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ (ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ), ଶ୍ରୀଯୁକ୍ତ ଅବନୀକାନ୍ତ କାନୁନଗୋ (ସଭାପତି ରାଜ୍ଯ ଶିଳ୍ପ ମହାସଂଘ), କର୍ନେଲ ବିଶ୍ୱେଶ୍ୱର ରାଉତ୍, ସୂଚନା ଅଧିକାର କର୍ମୀ- ପ୍ରିୟବ୍ରତ ଗଡନାୟକ ଏହା ସହିତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ (ସ୍ତମ୍ବକାର, ଏୈତିହାସିକ, ଗାଳ୍ପିକ) ଶ୍ରୀଯୁକ୍ତ ନିତ୍ୟାନନ୍ଦ ମିଶ୍ର I ସଭା ପରିଚାଳନା କରିଥିଲେ ଯାଜପୁର ଜିଲ୍ଲା ର '' ମନ୍ଥନ '' ପ୍ରତିନିଧି ଶ୍ରୀଯୁକ୍ତ ଦୟାନିଧି ନାୟକ I ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ର ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା l ମନ୍ଥନ ସମାଜସେବୀ ସମ୍ମାନ ୨୦୨୧ ପାଇଁ (ସରପଞ୍ଚ - ବାଙ୍ଗୁରସିଂ) ଶ୍ରୀ ଜଗବନ୍ଧୁ ଦଳାଇ, ସରପଞ୍ଚ - କଙ୍କଡ଼ାହାଡ଼ (ଶ୍ରୀ ବିଜୟ କୁମାର ବେହେରା, '' ମନ୍ଥନ '' କ୍ରୀଡ଼ା ସମ୍ମାନ ରେ (ମହିଳା ପର୍ବତାରୋହୀ) ସୁଶ୍ରୀ ବିଭାରାଣୀ ପାତ୍ର, '' ମନ୍ଥନ '' ଚିକିତ୍ସା ସେବା ସମ୍ମାନ ଡା. ଚନ୍ଦନ ମହାଳିକ, '' ମନ୍ଥନ '' ଶିକ୍ଷା ସମ୍ମାନ (ଶିକ୍ଷାବିତ) ଡଃ. ରଜନୀକାନ୍ତ ତରାଇ, '' ମନ୍ଥନ '' ସାମ୍ବାଦିକ ସମ୍ମାନ (ସମ୍ପାଦକ 'ରକ୍ତ ଚାବୁକ') ଶ୍ରୀ ଗଗନ ବିହାରୀ ପଣ୍ଡା, '' ମନ୍ଥନ '' ପ୍ରତିଭା ସମ୍ମାନ (ସମାଜସେବୀ) ଶ୍ରୀଯୁକ୍ତ ରାଜକିଶୋର ବେହେରା, '' ମନ୍ଥନ '' ସେବା ସମ୍ମାନ (ମାନବିକ ଅଧିକାର କର୍ମୀ) ଶ୍ରୀଯୁକ୍ତ ଜୟକୃଷ୍ଣ ବେହେରା, '' ମନ୍ଥନ '' ସଂଗ୍ରାମୀ ସମ୍ମାନ (ସୁଚନା ଅଧିକାର କର୍ମୀ) ଶ୍ରୀ ସନ୍ଦୀପ କୁମାର ଦାସ ଓ '' ମନ୍ଥନ '' ଘୋଷକ ସମ୍ମାନ (କ୍ରୀଡ଼ ଉଦଘୋଷକ) ଶ୍ରୀ ବିଜନ ମିଶ୍ର ଙ୍କୁ ଯାଥା ମାନ୍ୟ ସମ୍ମାନିତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ରେ ସାମ୍ବାଦିକ ରବି ରାୟ, ଜୟ ନାରାୟଣ ମହାପାତ୍ର, ସତ୍ୟବାଦୀ ନାୟକ, ଉମାକାନ୍ତ ମହାପାତ୍ର, ସୁବ୍ରତ ତ୍ରିପାଠୀ '' ମନ୍ଥନ '' ଢେଙ୍କାନାଳ ପ୍ରତିନିଧି ପ୍ରମୁଖ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଖବର ପ୍ରକାଶିତ କରିବାକୁ '' ମନ୍ଥନ '' ପ୍ରୟାସ ଜାରି ରଖିବ ବୋଲି ସମ୍ପାଦକ ଶରତ ରାଉତ କହିଛନ୍ତି l ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ, ଶୁଭେଚ୍ଛୁ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ l ଶେଷରେ କାମାକ୍ଷାନଗର '' ମନ୍ଥନ '' ପ୍ରତିନିଧି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ l 
The 12th Swanakshatra Utsav of the daily Oriya newspaper "Manthan" has been held.
Beuro report :- The 12th Swanakshatra Divas of Manthana, a well-known and fearless Oriya daily newspaper in Odisha, was held at the Gopbandhu Assembly Hall in Dhenkanal. In his speech, Mohammad Mokim said that India has run the media capitalists, industrialists and politicians all year round so that the public does not get any accurate news in different newspapers. Mr. Naveen Chandra Narayan Das (Former Minister of Panchayati Raj), Mr. Abhishek Kanungo (President of the Federation of State Industries), Mr. Karnel Vishwarya Rai, were present as distinguished guests on the occasion by spreading the news irrespective of party opinion. - Priyabrata Gadnayake was also the keynote speaker (columnist, historian, narrator) Mr. Nityananda Mishra presided over the meeting of Jajpur district. Mr. Dayanidhi Nayak I, Representative of Manthan, was honored on the occasion by the distinguished talents of Dhenkanal district. Mr. Jagbandhu Dalai, Sarpanch - Kankadahad (Mr. Bijay Kumar Behera, Mr. Manthan) In honor of (female mountaineer) Ms. Bivarani Patra, ‘‘ Manthan ’’ medical service honor Dr. Chandan Mahalik, "Manthan" Education Award (Educated) Dr. Rajinikanth Tarai, "Manthan" Journalist Award (Editor's "Blood Whip") Mr. Gagan Bihari Panda, "Manthan" Talent Award (Social Worker) Mr. Rajkishore Behera, "Manthan" Service Award (Human Rights Activist) Mr. Jayakrishna Behera, "Manthan" Sangrami Samman (Information Rights Activist) Shri Sandeep Kumar Das and "Manthan" Ghoshak Samman (Sports Advocate) Shri Bijan Mishra were honored respectively l Journalists Ravi Ray, Jai Narayan Mohapatra, Satyavadi Nayak, Umakant Mohapatra, Subrata Tripathi "Manthan" Dhenkanal Representative was the main contributor l "Manthan" will continue its efforts to publish more details in the coming days, said Sarat Raut, Editor-in-Chief of Dhenkanal District. Representatives of the media attended l Finally, Mr. Pratap Chandra Panda, Representative of Manthan, Kamakshanagar, thanked the participants.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !