ଦିବ୍ୟାଙ୍ଗ କୁ କୃତିମ ଗୋଡ ରୋପଣ କରାଇଲେ ନେତାଜୀ ସୁଭାଷ ସେନା l

ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାମ କରି ଆସିଛି।ରାସ୍ତା କଡରେ ମାଟି ପାତ୍ର ବିକ୍ରି କରୁଥିବା ଏକ ବୁଲା ବିକାଳୀ ର କୃତିମ ଗୋଡ ରୋପଣ କରି ତାର କଷ୍ଟ ନିବାରଣ କରିଛନ୍ତି ସୁଭାଷ ସେନା। ପପୁ ବାଉରିଆ ନାମକ ଏହି ବୁଲା ବିକାଳୀ ଜଣଙ୍କ ରାଜସ୍ଥାନ ର ହୋଥିବା ବେଳେ ଦୃଭାଗ୍ୟ ବସତ ବିଦ୍ୟୁତ ସ୍ପର୍ଶ ରେ ଆସି ତାଙ୍କ ଡାହାଣ ଗୋଡ ଟି କଟା ଯାଇଥିଲା I ସେବେଠୁ ସେ ଦିବ୍ୟାଙ୍ଗ ହୋଇ ବହୁ କଷ୍ଟ ରେ ବେପାର କରୁଥିଲେ l ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ସୁଭାଷ ସେନାର ସଭାପତି ଅଜିତ ଦାସ ତାଙ୍କୁ ଓଲୋଟପୁର ସ୍ଥିତ ଏସ.ଭି. ନିରତାର ମେଡିକାଲ କୁ ନେଇ ତାଙ୍କର କୃତିମ ଗୋଡ ରୋପଣ କରିବା ସହ ଦୁଇଟି ଆଶ୍ରା ବାଡ଼ି ପ୍ରଦାନ କରିଛନ୍ତି। ସୁଭାଷ ସେନାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଏଭଳି ମହାନ କାର୍ଯ୍ୟ ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି।
Netaji Subhash Sena implanted Dibyang with artificial legs.
 Beuro report: - Netaji Subhash Sena in Cuttack New Bazaar has always done great deeds for the disabled. Subhash Sena has relieved his pain by planting the artificial legs of a bulla bikini selling clay pots on the side of the road. The man, identified as Papu Bauria, was in Rajasthan when he was electrocuted and his right leg was amputated. . Nirartar Medical has donated two asylum sticks, including artificial limbs. Such a great deed for the demigods of the Subhash Sena has been the talk of the town.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !