ନେତାଜୀ ସୁଭାଷ ସେନା ତରଫରରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ସ୍ଥାପନ I

କଟକ (ବ୍ୟୁରୋ ରିପୋର୍ଟ) - ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ନେତାଜୀଙ୍କ ନୀତି ଓ ଆଦର୍ଶ କୁ ନେଇ କାର୍ଯ୍ୟ କରି ଆସିଛ।ସମ୍ପ୍ରତି ଖରାଦିନ କୁ ଆଖିଆଗରେ ରଖି ସୁଭାଷ ସେନା ଭୁବନେସୋର ର ଚନ୍ଦ୍ରଶେଖରପୁର, ଡୁମୁଡୁମା, ପଟିଆ, ନୀଳାଦ୍ରି ବିହାର ର ବିଭିନ୍ନ ବସ୍ତି ଛକ ମାନଙ୍କରେ ଦୁଇ ଶହ ଟି ପାଣି କୁଣ୍ଡ ସ୍ଥାପନ କରିଛି।ଯାହା ଫଳରେ ବୁଲା ଗାଈ ଗୋରୁ ମାନେ ଆଉ ଟାଣ ଖରାରେ ଶୋଷ ରେ ଆଉଟୁ ପାଉଟୁ ହେବେ ନାହିଁ।ସୁଭାଷ ସେନା ର ଏହି ମହାନ କାର୍ଯ୍ୟ ରେ କାଶୀ ବିଶ୍ଵନାଥ ବାରିକ ଓ ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ।
Netaji Subhash Sena set up a water tank for Bula cows.
Cuttack (Beuro Report) - Netaji Subhash Sena in Nuabazar has always acted in accordance with Netaji's policies and ideals. As a result, Kashi Bishwanath Barik and Ajit Das played a key role in this great task of the Subhash Sena.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !