ଯୁବ ପ୍ରତିଭା ଙ୍କ ନୂତନ ଉଦ୍ଭାବନ l



ଯାଜପୁର - ଆଜିର ଦିନରେ ପେଟ୍ରୋଲ ମୂଲ୍ୟ ଯେପରି ଭାବରେ ବୃଦ୍ଧି ପାଇବାରେ ଲାଗିଛି, ମଣିଷ ପୁଣି ସେହି ପୂର୍ବ ଯୁଗକୁ ନେଇ ଚଳିବାକୁ ମାନସିକ ଚିନ୍ତା କରୁଛି, ସାଂସାରିକ ଜୀବନ ପରିଚାଳିତ କରିବାକୁ ପୁଣି ଶୂନଗାଡି (ସାଇକେଲ୍) ଆପଣେଇବାକୁ ପଡିପାରେ l ଏହି ତେଲ ଦର ବୃଦ୍ଧି ନେଇ କିଏ ନିଜର ଦକ୍ଷତା ବିକାଶ କରି ସୋଲାର ତ କିଏ ରିଚାର୍ଜ ଦୁଇଚକିଆ ଯାନ ଓ ଚାରିଚକିଆ ଯାନ କୁ ଚଳେଇବା ପାଇଁ ପ୍ରୟାସ ଜାରି ରଖିଛି l କିନ୍ତୁ ଆମେ ଆପଣଙ୍କୁ ଏହିପରି ଜଣେ ଯୁବ ମୋଟରସାଇକଲ୍ ମେକାନିକ ଙ୍କ କଥା କହୁଛୁ ଯେ ପେଟ୍ରୋଲ ରେ ଚାଲୁଥିବା ବିଭିନ୍ନ ପ୍ରକାରର ଦୁଇଚକିଆ ଯାନ କୁ ସେ ବେଟାରୀ ରେ ମଧ୍ୟ ଚଳାଇ ପାରିବେ ଏମିତିକି ତେଲ ସରିଗଲେ ବେଟାରୀ ରେ ଚାଲିବ ଏବଂ ବେଟାରୀ ଚାର୍ଜ ସରିଲେ ତେଲରେ ଚାଲିବ l ଏହିଭଳି ଜଣେ ଯୁବ ପ୍ରତିଭା ଙ୍କୁ ଆମେ ଭେଟିଥିଲୁ l ସେ ଯାହା କୁହନ୍ତି ପ୍ରାୟ ପାଖାପାଖି ୪୦/ ୪୫ ହଜାର ଟଙ୍କା ଖର୍ଚ୍ଚ କଲେ ଗୋଟିଏ ମଟର ସାଇକେଲ ତେଲ - ବେଟାରୀ ଉଭୟ ରେ ଚାଲିପାରିବ l ସେ ହେଉଛନ୍ତି ଯାଜପୁର ଜିଲ୍ଲା, ବ୍ୟାସନଗର ପୌରାଞ୍ଚଳର ୱାର୍ଡ଼ ନଂ ୨୬ ଖଣ୍ଡାହତା ଗ୍ରାମର ଭାଗବାନ ପ୍ରଧାନ ଙ୍କ ପୁଅ ମନୋଜ ପ୍ରଧାନ (୩୭)I ସେ ଦୀର୍ଘ କୋଡ଼ିଏ ବର୍ଷ ଧରି ଏହି ମଟର ସାଇକେଲ ମେକାନିକ ଭାବେ କାମକରି ଆସୁଛନ୍ତି I ତାଙ୍କର ବ୍ୟାସନଗର ପୌରପାଳିକା, ଯାଜପୁର ରୋଡ଼ ମୁଣ୍ଡମାଳ ଛକ ସରସ୍ଵତୀ ଶିଶୁମନ୍ଦିର ପାଖରେ ଗୋଟିଏ ମୋଟରସାଇକଲ୍ ଗ୍ୟାରେଜ୍ ଅଛି l ସେହି ଗ୍ୟାରେଜ୍ ରୁ ତାଙ୍କର ପରିବାର ପ୍ରତିପୋଷଣ କରନ୍ତିl



New Inventions of Young Talents.

JAJPUR - As petrol prices continue to rise today, people are increasingly thinking of moving back to the past, and may have to take bicycles to manage their lives. Who can improve their oil prices and improve their solar capacity? Efforts continue to be made to drive four-wheelers l But we are talking to a young motorcycle mechanic that he can drive a variety of two-wheeled vehicles running on petrol on a battery, even if he runs out of oil. We met the young talent. He says that if he spends around Rs 40 to 45 thousands 


, a motorcycle can run on both oil and batteries. He has been working as a mechanic for this motorcycle for twenty years. He supports his family from Arges. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !