ଲକଡାଉନରେ ପ୍ରଭାବିତ ଆଦିବାସୀ ପରିବାରଙ୍କୁ ଶୁଖିଲା ଖlଦ୍ୟ ବଣ୍ଟନ l

ଯାଜପୁର (ସୁକିନ୍ଦା):ମହାମାରୀ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରି ହୋଇଥିବା ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଓ ଅଶୋକଝର ଗ୍ରାମର ବହୁ ଆଦିବାସୀ ପରିବାର କାମଧନ୍ଦା ନପାଇ ଦୁଖଃଦୁର୍ଦ୍ଦଶା ମଧରେ କାଳ କାଟୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ସତ୍ତାର ସ୍ମୃତି ସଂସଦ, ସୁକିନ୍ଦା ଓ ଲା୍ୟନ୍ସ କ୍ଲବ, କଳିଙ୍ଗନଗର ପକ୍ଷରୁ ସାଟେଲାଇଟ ନିୟୁଜ ଚାନେଲ ବଡ ଖବର ସହଯୋଗରେ ୫ଶହ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି l ଲା୍ୟନ୍ସ କ୍ଲବର ସଭାପତି ତଥା ସତ୍ତାର ସ୍ମୃତି ସଂସଦର ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ଲା୍ୟନ୍ସ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ଦେଓ ଓ ହୃଦାନନ୍ଦ ମିଶ୍ର, ସତ୍ତାର ସ୍ମୃତି ସଂସଦର ଜନସମ୍ପର୍କ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ପ୍ରମୁଖ ଅଭାବି ପରିବାରଙ୍କୁ ଏହl ବଣ୍ଟନ କରିଥିଲେ l ଅନ୍ତର୍ଯ୍ୟାମୀ ଦ୍ବିବେଦୀ,ସଫିକୁଦ୍ଦିନ ଖାନ,ଶିବ ପ୍ରସାଦ ସିଂସାମନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବଡ ଖବର ପକ୍ଷରୁ ସୁକିନ୍ଦା ପ୍ରତିନିଧି ରୋହିତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସ୍ଥାନୀୟ ଅଞ୍ଚଳବାସୀ ଏହି ମହତ କାର୍ଯ୍ୟ ପାଇଁ ଉଭୟ ସ୍ବେଛାସେବୀ ସଂଗଠନ ଓ ବଡ ଖବରକୁ ଉଚ୍ଚ ପ୍ରଶଂସା କରିଛନ୍ତି l (ସୁକିନ୍ଦାରୁ ଜୟ ମହାପାତ୍ରଙ୍କ ରିପୋର୍ଟ)l
Distribution of dry food to tribal families affected in Lockdown. 
Jajpur (Sukinda): Many tribal families in Balia and Ashokjhar villages under the tribal-dominated Lambo panchayat of Sukinda block have been relocated due to epidemic outbreaks across the state due to epidemic corona. Sukinda and Lions Club, Kalinganagar, in collaboration with satellite news channel Big News, distributed dry food packets to 500 tribal families. Manjur Alli, Prafulla Kumar Deo and Hridananda Mishra, former presidents of the Lions Club, Jaya Narayan Mohapatra, public relations officer and senior journalist of Sattar Smriti Sangsad, distributed these to the needy families. Rohit Kumar Khuntia moderated the program. Locals have highly praised both the voluntary organizations and the big news for this great work l (Report by Jay Mohapatra from Sukinda) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !