ଶ୍ରେଣୀ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ରେ ଅନିୟମିତତା ଅଭିଯୋଗ।

ଯାଜପୁର (କାଳିଆପାଣି) :- ଶିଶୁଙ୍କ ଜୀବନ କୁ ନେଇ ଖେଳ ଖେଳୁଛନ୍ତି କଣ୍ଟ୍ରାକ୍ଟର । ବିଗତ ଦିନରୁ ଭଙ୍ଗା ସ୍କୁଲ ଘରେ ପାଠ ପଢା ଚାଲିଥିଲା ଓ ପରେ ଟେଣ୍ଡର ହୋଇ ଶ୍ରେଣୀଗୃହ ନିମନ୍ତେ ଆଠ ଲକ୍ଷ୍ୟ ଦଶ ହଜାର ,ଉକ୍ତ ବିଦ୍ୟାଳୟ ପାଇଁ ପାଠାଗାର ପାଇଁ ଦଶ ଲକ୍ଷ୍ୟ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ପାଇଁ ଏକ ଲକ୍ଷ ଅଠତିରିରିସ ହଜାର ବ୍ୟୟ ଅଟକଳ ରେ ନିର୍ମିତ ଗୃହ ଓ ପାନୀୟ ଜଳ ଯୋଗାଣ ରେ ଚଞ୍ଚକତା ଦେଖା ଦେଇଛି । ଶ୍ରେଣୀ ଗୃହ ପାଠାଗାର ରେ ଖୋଳାଯାଇଥିବା ନିଅ ମାତ୍ର ହାତେ ଖୋଳି ଘର ନିର୍ମାଣ କରାଯାଇଥିବା ଘଟଣା ସାମ୍ନା କୁ ଆସିଛି । ପୂର୍ବରୁ ଏପରି ଅନକ ଦୁର୍ନୀତି ଘଟଣା ସାମ୍ନା କୁ ଆସିଥିବା ବେଳେ ଶିଶୁ ବା ଆଗାମୀ ଦିନର ଭବିଷ୍ୟତ ମାନକୁ ନେଇ ଚଞ୍ଚକତା ଘଟଣା ପ୍ରଥମ ଥର ଦେଖାଦେଇଛି । ଚତୁର୍ପର୍ଶ୍ଵ ରେ ଖଣି ରେ ଭରି ରହିଥିବା ଅଞ୍ଚଳ ହୋଇଥିବା ବେଳେ ଖଣି ର ଉତ୍ପାଦନ କ୍ଷମତା ବଢାଇବା ବା ବିରାଟ କାୟ ପଥର କୁ ଭାଙ୍ଗିବା ରେ ସାହାଯ୍ୟ କରୁଥିବା ପ୍ରାକୃତିକ ବିସ୍ଫୋରଣ କରୁଥିବା ବେଳେ ବଡ଼ ବଡ଼ କୋଠା ମାନ ଫାଟି ଆଁ କରିଛି ।
 - ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ।
 -ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ ।

 ଏପରି ସ୍ଥଳେ କିପରି ଏକ ଫୁଟ ର ଫାଉଣ୍ଡେସନ କରି ଘର ନିର୍ମାଣ କଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୁଣି ଖୋଦ ବିଭାଗୀୟ ଅଧିକାରୀ (ଜେଇ) କାମ ନେଇ କରିଥିବା କଥା କିଛି ଗ୍ରାମବାସୀ ମତ ଦେଇଛନ୍ତି । ଏହା ଭିତରେ ଆଉ ଏକ କାମରେ ଦୁର୍ନୀତି ଘଟଣା ସାମ୍ନା କୁ ଆସିଛି । ଛାତ୍ରଙ୍କ ପିଇବା ଉପଯୋଗୀ ପାଣି ପାଇଁ ଆସିଥିବା ଏକ ବୋରିଂ ଓ ପାଇପ ଲାଇନ କରିବା ଲାଗି ୧ ଲକ୍ଷ୍ୟ ୩୮ ହଜାର ଟଙ୍କା ଆସିଥିଲା ।କିନ୍ତୁ ଠିକାଦାର ନୂଆ ବୋରିଂ ଟିଏ ନ କରି ବହୁ ପୂର୍ବରୁ ଥିବା ବୋରିଂ ରେ ମଟର ପକାଇ ପାନୀୟ ଜଳ ଯୋଗାଣ କାର୍ଯ୍ୟ କରିଛନ୍ତି । ପାନୀୟ ଜଳ ଯୋଜନା ରେ ଲକ୍ଷାଧିକ ଟଙ୍କା ହରି ଲୁଟ ହୋଇଥିବା କଥା କହିଛନ୍ତି କିଛି ଅଭିଯୋଗ କାରୀ । ଏହି କାର୍ଯ୍ୟଟିକୁ ସଠିକ ଭାବେ ତଦନ୍ତ କରି କେବେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠାଇଛନ୍ତି ଉକ୍ତ ବିଦ୍ୟାଳୟ ର କମିଟି ।
Allegations of irregularities in class housing and drinking water supply.
JAJPUR (Kaliapani) :- The contractor is playing a game about the life of a  child. Lessons have been spent on dilapidated school homes in the past, with eight lakhs of ten thousand being tendered for classrooms, ten lakhs for libraries for the said school and one lakh eighty-thirty thousand rupees for the supply of drinking water and houses and drinking water. "It simply came to our notice then. This is the first time such corruption has been reported in the United States. Large-scale buildings exploded while surrounding areas were filled with mines, while natural explosions that helped increase the mine’s productivity or smash huge rocks.
 - Harilut allegations of millions of rupees.
 -A request to the departmental officer for investigation.

 How to build a house with a foot in such a place is a big question mark. Again, some villagers opined that the excavation department officer (JEE) had done the work. Another case of corruption is on the rise. The student received Rs 138,000 for a drinking water pipeline and a pipeline. Millions of rupees have been looted and looted under the drinking water scheme, some complainants said. The school's committee has called for a thorough investigation into the incident and for action.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !