ରାଜ୍ୟରେ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି - ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନଶିକ୍ଷକଙ୍କ ପଦବୀ ମଧ୍ୟ ପୂରଣ ହେବ । ଫଳରେ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ । ୨୯ ହଜାର ୭୫୯ ସହକାରୀ ଶିକ୍ଷକ ୫-ବି ସ୍ତରକୁ ପଦୋନ୍ନତି ପାଇବେ ।
 ଏହାସହ ୨୯ ହଜାର ୭୫୯ ଶିକ୍ଷକ ତୁରନ୍ତ ଲେଭଲ-୪କୁ ପଦୋନ୍ନତି ପାଇବେ । ୩ ହଜାର ୭୮୫ ଜଣ ପ୍ରଧାନଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ଲେଭଲ-୩କୁ ପଦୋନ୍ନତି ପାଇବେ। ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷାଦାନ ପାଇଁ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Primary teachers to be promoted in the state - Chief Minister. 
Bhubaneswar(Beuro Report) : - Chief Minister's big announcement. 63,303 primary teachers in the state will be promoted. At the top primary level, teaching positions will be filled for a variety of topics. The position of headmaster will also be filled at the primary and upper primary levels. As a result, the academic environment can improve. 29,759 assistant teachers will be promoted to Level 5B.
 In addition, 29,759 teachers will be promoted to Level-4 immediately. 3,785 headmasters will be promoted to Level-3 by September. The Chief Minister congratulated the promoted teachers. The Chief Minister sought cooperation for quality education.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !