ପ୍ରତିଶୃତି ରକ୍ଷା କଲେ ରାଜ୍ଯ ସରକାର l

ଭୁବନେଶ୍ବର : - ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ଯେଉଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବା ନେଇ ଘୋଷଣା କରିଥିଲେ ତାହାକୁ ଆଜି ମଞ୍ଜୁର କରିଛନ୍ତି।କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାର ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଏହିମାନେ ପାଇବେ ସହାୟତା ।
 –ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଞ୍ଜାମ
 ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଞ୍ଜାମ
 କିଶୋର ଚନ୍ଦ୍ର ଦାଶ, ସମାଜ, ଗଞ୍ଜାମ
 ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଞ୍ଜାମ
 ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ
 ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଞ୍ଜାମ
 କରୁଣାକର ସାହୁ, ଅନୁପମ ଭାରତ, ଗଞ୍ଜାମ
 ମାନସ ଜୟପୁରିଆ, ଜି–ଓଡ଼ିଶା, ଭୁବନେଶ୍ୱର
 ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର
 ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର
 ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର
 ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର
 ଯତୀଶ ଚନ୍ଦ୍ର ଖମାରୀ, ସମ୍ବାଦ, ବଲାଙ୍ଗୀର
 କୈଳାଶ ଚନ୍ଦ୍ର ସାହୁ, ପ୍ରଗତିବାଦୀ, ବଲାଙ୍ଗୀର
 ଅଶୋକ କୁମାର ସାହୁ, ମନ୍ଥନ, ଯାଜପୁର
 ପ୍ରଭାତ କୁମାର ରାଉତରାୟ, ଲୋକ ସଂପର୍କ, ଯାଜପୁର
 ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, କଳାହାଣ୍ଡି l

The state government kept its promise. 
Bhubaneswar : - The state government has kept its promise. The Chief Minister today sanctioned Rs 1.5 lakh for the families of the journalists who lost their lives in the coronation. . The money will be provided from the Journalist Welfare Fund. The information was provided by the state government's Information and Public Relations Department. Of the 16 journalists, they will receive help. –Pradeep Kishore Sahu, News, Ganjam
 Govind Behera, TV News 6 (Web), Ganjam
 Kishore Chandra Das, Samaj, Ganjam
 Naresh Kumar Behera, Odisha Files, Ganjam
 Ratnakar Maharana, Kalinga Jyoti, Ganjam
 Nilaya Ranjan Patnaik, Block Representative, Ganjam
 Karunakar Sahu, Anupam Bharat, Ganjam
 Manas Jaipuria, G-Odisha, Bhubaneswar
 Basant Das, Freelance Journalist, Bhubaneswar
 Bijayan Lakshmi Mohanty, nowadays, Bhubaneswar
 Preetiman Mohapatra, Times of India, Bhubaneswar
 Shuvrangshu Shekhar Mishra, News, Balangir
 Yatish Chandra Khamari, Sambad, Balangir
 Kailash Chandra Sahu, Progressive, Balangir
 Ashok Kumar Sahu, Manthan, Jajpur
 Prabhat Kumar Rautaray, Public Relations, Jajpur
 Vanuprakash Rath, Nakshatra TV, Kalahandi. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !