ବଜରଙ୍ଗ ଦଳ ପକ୍ଷରୁ ଗୁରୁପୂଜା ଓ ଗୁରୁ ପୁର୍ଣିମା ପାଳନ l

ଯାଜପୁର :- ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସାଧୁ ସନ୍ଥଙ୍କୁ ପୂଜାର୍ଚ୍ଚନା କଲେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ।
 ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନେ ପହଞ୍ଚି ସାଧୁ ସନ୍ଥ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉତ୍ତରି ପିନ୍ଧାଇ ସାଧୁମାନଙ୍କୁ ମିଠା ଖୁଆଇ ହିନ୍ଦୁ ରୀତି ନୀତି ଅନୁଯାଇ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୁରୁପୂର୍ଣ୍ଣିମା ପାଳନ କରିଥିବା ଦେଖିବକୁ ମିଳିଛି ।
  ସେହିପରି ଦାନଗଦି ବ୍ଲକ ର ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ବାବା କ୍ଷିରୋଦ ନନ୍ଦ ଙ୍କ ଦାନଗଦି ସ୍ଥିତ ମଠ ଠାରେ ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ମିଲନ ବେହେରା ଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମାରେ ଶ୍ରୀ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା l
Gurupuja and Guru Purnima are celebrated by the Bajrang Dal. 
Jajpur: - On the holy Gurupurnima, local Bajrang Dal activists worshiped the saints at the Sukinda Rankia Ram Temple and the Ashoka Jhar monastery.
 On the holy Gurupurnima, local Bajrang Dal activists reached the Sukinda Rankia Ram temple and Ashoka Jhar monastery to pay homage to the saints as well as the local Bajrang Dal, according to Hindu rites.
  Similarly, activists of Danagadi Prakhand Bajrang Dal of Danagadi block led by Milon Behera, coordinator of Danagadi Prakhand Bajrang Dal of Baba Kshirod Nand at Danagadi Math, all the workers were present on the occasion of Guru Pujan.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !