"ଟ୍ରେନ ରୁ ପଡି ଅଜଣା ଯୁବକ ଙ୍କ ମୃତ୍ୟୁ."

 ବୈତରଣୀ ରୋଡ - ଯାଜପୁର ଜିଲ୍ଲା "ବୈତରଣୀ ରୋଡ "ଉତ୍ତର କେବିନ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି I ସୂଚନା ମୁତାବକ ସକାଳ ୧୦ ଘଟିକା ସମୟରେ ଏକ୍ସପ୍ରେସ ଗାଡ଼ିରୁ ଖସିପଡି ଏକ ଯୁବକ ଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ରୁ ମୃତ୍ୟୁ ବ୍ୟକ୍ତି ବେଙ୍ଗଲ "ମାଲଦା" ଅଂଚଳ ର ବୋଲି ଜଣା ପଡିଛି l 
ଏକ୍ସପ୍ରେସ ଟ୍ରେନ୍ ଟି କେରଳ ରୁ କଲିକତା ଅଭିମୁଖେ ଯାଉଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି l
The death of an unidentified young man who fell off a train. "
 Baitarani Road - An unfortunate incident took place near the North Cabin of Baitarani Road in Jajpur district at around 10 am. Preliminary reports indicate that the deceased was from the Malda region of Bengal
 The accident is believed to have been caused by an accident while the express train was traveling from Kerala to Calcutta.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !