ଗଛରେ ପିଟିହୋଇ ବାଇକ ଆରୋହୀ ମୃତ ଜଣେ ଗୁରୁତ୍ତର I

ଯାଜପୁର -  ଜିଲ୍ଲା ର ପାଣିକୋଇଲି କୋରାଇ ରାସ୍ତାର ଧନପୁର ନିକଟରେ ଗଛରେ ପିଟିଲେ ଦୁଇ ବାଇକ ଆରୋହୀ l ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ କଟକ ମେଡିକାଲକୁ ପଠାଯାଇଛି I
 ଉଭୟ ଦୁଇ ଆରୋହୀ ରିଜର୍ଭ ପୁଲିସର କର୍ମଚାରୀ ବୋଲି ଜଣାପଡିଛି ଏବଂ ମୃତକ ଜଣଙ୍କ  ସୁକିନ୍ଦା ଥାନା ର ସମୀର ପ୍ରଧାନ ହୋଇଥିବାବେଳେ ଗୁରୁତ୍ତର ଯୁବକଙ୍କ ନାମ ପ୍ରଭାତ ଅମାନ୍ତ, ଟମକା ଥାନା ରେ କାର୍ଯ୍ୟରତ ବୋଲି ଜଣାପଡିଛି l ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଏବଂ ଘଟଣାର ତଦନ୍ତ ଚଳାଇଛି I 
Seriously, a bike rider is dead after being hit by a tree. 
Jajpur - Two motorcyclists were killed when a tree struck them near Dhanpur on Panikoili Korai Road in Jajpur district, while another was rushed to Cuttack Medical College and Hospital in critical condition. Panikoili police arrived at the scene, seized the body and sent it to the district health center for autopsy, and are investigating.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !