ଛୋଟ ପିଲାମାନଙ୍କୁ କରୋନା, ସତର୍କ ରହିବା ପାଇଁ କୁହାଯାଇଛି l

ବାଲେଶ୍ୱର (ବ୍ୟୁରୋ ରିପୋର୍ଟ ): - ହସ୍ପିଟାଲରେ ପିଲାଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ପଜିଟିଭ ଥିବା ୧୨ ଜଣ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି ସିଡିଏମ୍ଓ ଲାଲସେନ ଜଗଦେବ।
ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ, ପୂର୍ବରୁ ମା’ମାନେ ସଂକ୍ରମିତ ହୋଇଥାଇ ପାରନ୍ତି। ତେଣୁ ସେମାନଙ୍କ ଠାରୁ ଛୋଟ ଛୁଆଙ୍କୁ କରୋନା ହୋଇଥାଇପାରେ। କାରଣ ଏବେବି ଅଧିକାଂଶ ଗର୍ଭବତୀ ମହିଳା ଟିକା ନେଇ ନାହାନ୍ତି। ତେବେ ଏବେ ଯାଏଁ କୌଣସି ପିଲା ମୃତାହତ ହୋନାହାନ୍ତି। ପିଲାଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି। ଏଠାରେ ଆଇସିୟୁ, ଜେନରାଲ ୱାର୍ଡ ପ୍ରମୁଖ ରହିଛି। ଯଦି ଅଧିକ ପିଲା ଆକ୍ରାନ୍ତ ହୁଅନ୍ତି ତେବେ ୧୦୦ ଶଯ୍ୟା ବିଶିଷ୍ଟ ଥିବା ଡିସିଏଚ୍‌ରୁ ପେଡିଆଟ୍ରିକ ପାଇଁ କିଛି ବେଡ୍‌ ରଖିବୁ। ସେଠାରେ ବର୍ତ୍ତମାନ ପାଖାପଖି ୭୦ଟି ବେଡ୍‌ ଖାଲି ରହିଛି।
ସେ ଆହୁରି କହିଛନ୍ତି, ସର୍ଭେ ଅନୁସାରେ ବହୁତ କମ୍‌ ପିଲା ଗୁରୁତର ହେଉଛନ୍ତି। ମାସକ ମଧ୍ୟରେ କୌଣସି ପିଲା ଗୁରୁତର ହୋଇନାହାନ୍ତି। ତେଣୁ ପିଲାମାନଙ୍କ ଗୁରୁତର ହେବା ଆଶା ବହୁତ କମ୍। ସେମାନେ ୨ରୁ ୩ ଦିନ ମଧ୍ୟରେ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।
ସୂଚନା ମୁତାବକ ଆଜି ରାଜ୍ୟରୁ ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ପିଲାଙ୍କ ବୟସ ଶୂନରୁ ୧୮ ବର୍ଷ ବୟସ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିବାଗ ସୂଚନ ଦେଇଛି।
Little children are told to be careful. 
Balasore (Beuro Report ):- Karona to the child at the hospital. Twelve children have been diagnosed with coronary heart disease at the Balasore District General Hospital. Of those, four were being treated at SNCU while Covid was positive. Two children were referred to Cuttack yesterday at the behest of their parents. However, CDMO Dulalsen Jagdev said that six of the 12 children were more than a month old.
 According to the district's additional chief medical officer, the mothers may have been infected in the past. So the youngest of them may have been crowned. This is because most pregnant women are still not vaccinated. So far no child has been killed. A 70-bed pediatric ward has been set up to treat the child. The ICU, the General Ward, is here. If more children are infected, we will have a 100-bed DCH4 bed for pediatrics. There are currently about 40 beds vacant.
 "Very few children are serious," he said. No children were seriously injured during the month. So children are less likely to be serious. They are recovering quickly in 2 to 3 days.
 As many as 130 children from the state have been diagnosed with coronary heart disease today. The state health department reports that the number of children affected by the coronation is between zero and 14 years.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !