ଇଞିନିୟରିଂ ଛାତ୍ରଙ୍କ ନୂଆ ଉଦ୍ଭାବନ, କଥା କହିଲେ ହେଉଛି ସବୁ କାମ l

କଟକ (ବ୍ୟୁରୋ ରିପୋର୍ଟ ): - ଘଟଣା ଟି ଶୁଣିବାକୁ ଅଜବ ଲାଗିଲେ ବି ସତ। ଫ୍ୟାନ୍ ଚାଲିବ, ବଲ୍‌ବ ଜଳିବ, ଟିଭି ଅନ୍-ଅଫ୍ ବି ହେବ। ଖାଲି ସେତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ଆପଣଙ୍କ ଭଏସ୍ କମାଣ୍ଡରେ ହୋଇପାରିବ। ଏଭଳି ଏକ ସ୍ମାର୍ଟ ମିରର୍‌ ତିଆରି କରିଛନ୍ତି କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ।
ମିରର ଆଗରେ ଛି଼ଡ଼ା ହୋଇ ଯାହା ଭଏସ କମାଣ୍ଡ ଦିଆଯାଉଛି ଠିକ୍ ସେହିଭଳି କାମ କରୁଛି ଏହି ସ୍ମାର୍ଟ ମିରର। ସବୁବେଳେ ସତ କହୁଥିବା ମିରର ଏବେ ସବୁ ନିର୍ଦ୍ଦେଶ ବି ମାନୁଛି। ଲାଇନ୍ ଅନ କହିଲେ ଲାଇଟ୍‌ ଜଳୁଛି। କେବଳ ସେତିକି ନୁହେଁ ଏସି ସମେତ ଟିଭି ଅନ୍-ଅଫ୍ ବି ହେଉଛି। ଭଏସ୍ କମାଣ୍ଡ ଜରିଆରେ ପାଣିପାଗ ସମ୍ପର୍କିତ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ହୋଇପାରୁଛି।
ଲକଡାଉନ୍‌ ସମୟରେ ଘରେ ଏଭଳି ସ୍ମାଟ୍ ମିରର୍ ତିଆରି କରିବାକୁ ଇଚ୍ଛା କରିଥିଲେ ସ୍ୱାଧୀନ। କିଛି ସହଯୋଗୀଙ୍କୁ ନେଇ ନୂଆ କରିବାର ଜୋସ୍ ତାଙ୍କୁ ସ୍ମାର୍ଟ ମିରର୍ ପାଇଁ ପ୍ରେରଣା ଦେଇଥିଲା। ପ୍ଲାଏ ବୋର୍ଡ, ବଦ୍ୟୁତ ଉପକରଣ ଜରିଆରେ ଏହାକୁ ସ୍ମାର୍ଟ କମାଣ୍ଡ ସିଷ୍ଟମ୍ ତିଆରି କରାଯାଇଛି। ଏହା ଆଗରେ ଏକ ମିରର୍‌କୁ ଲଗାଯାଇଛି।
ଏହି ସ୍ମାର୍ଟ ମିରର୍‌କୁ ତିଆରି କରିବା ପାଇଁ ସ୍ୱାଧୀନଙ୍କୁ ୪ ମାସର ସମୟ ଲାଗିଛି। ଏଥିସହ ତାଙ୍କର ୨୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ଘରେ ଥିବା ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ। ସରକାରୀ ସହାୟତା ମିଳିଲେ ଆଗକୁ ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି ସ୍ୱାଧୀନ କହିଛନ୍ତି I
The new invention of the engineering student, all talk. 
Cuttack (Bureau Report): - The incident is strange, but true. The fan will run, the bulb will burn, the TV will be on-off. Not only this, with the help of weather information you can do various things like singing and singing. Such a smart mirror was created by Swadhin Das, a student of Cuttack Bose Engineering School.
 Standing in front of the mirror, this smart mirror works exactly as the voice command is given. Mir, who has always been truthful, now obeys all orders. When the line is on, the light is on. Not only that, but TVs, including AC, are on-off. Voice commands can be used to perform weather-related tasks, such as playing songs.
 Independent wanted to make such a smart mirror at home during Lockdown. Jose, a newcomer to some of his associates, inspired him to become a smart mirror. It has been built with a smart command system through playboards, electronic devices. It is preceded by a mirror.
 It took the independents six months to build this smart mirror. He also spent Rs 20,000. This can be very helpful for young children and adults at home. "If we get government assistance, we will be more proactive," he said. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !