ବ୍ରାଉନ ସୁଗର ଜବତ,ଦୁଇ ଅନ୍ତରାଜ୍ଯ ମାଫିଆ ଗିରଫ I

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ରସୁଲଗଡ଼ ଛକରୁ କ୍ରାଇମବ୍ରାଞ୍ଚ ର ଏସ ଟି ଏଫ ଟିିମ ଚଢ଼ାଉ  କରି ୧କିଲୋ ୨୫ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଘଟଣାସ୍ଥଳ ରୁ ଦୁଇ ଜଣ ଅନ୍ତରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି।
ଗିରଫ ହୋଇଥିବା ଦୁଇଜଣ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ରକିବୁଲ ଲସ୍କର ଓ ସୁଧ୍ୟାନ ଗାଏନ।ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୧କୋଟି ରୁ ଉର୍ଧ୍ଵ ହେବ ବୋଲି ସୂଚନା ମିଳିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !