ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଠାରେ ଲକ୍ଷ୍ମୀନାରାୟଣ ପୂଜା ପାଳିତ ହୋଇଯାଇଛି l

ଯାଜପୁର :- ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଛକଠାରେ ଲକ୍ଷ୍ମୀ ନାରାୟଣ ପୂଜା କୋଭିଡ଼ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୬ ତାରିଖ ଦିନ କଳସ ସ୍ଥାପନ ହୋଇଥିବା ବେଳେ ତିନି ଦିନ ଧରି ଚାଲିବାକୁ ଏହିପୂଜାରେ କର୍ତ୍ତା ମନୋଜ କୁମାର ସାହୁ ଓ ଅନ୍ୟ ତିନିଜଣ ଚକ୍ରଧର ସାହୁୁ,ସୁରେଶ ସୁବୁଧିିି, ଶେଷାଶୁ ଶେଖର ବଳ, କଳସ ବୁଡ଼ାଇଥିଲେ I 
ପୂଜା ଧନୁସଂକ୍ରାନ୍ତିରେ ରୁ ଆରମ୍ଭ ହୋଇ ୧୮ ତାରିଖରେ  ପୂର୍ଣ୍ଣାହୁତି ହୋଇଥିଲା I ଏହିପୂଜା  କମିଟୀତରଫରୁ ସବୁବେଳେ ପୂଜାର ମୁଖ୍ୟ କର୍ତ୍ତା ଓ ପୂଜାକୁ ପରିଚାଳନା କରିଆସୁଥିବା ସ୍ୱର୍ଗତ କେଶବ ଚନ୍ଦ୍ର ବେହେରା ଙ୍କ ଫଟୋ ରଖି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୀପଦାନ କରିଥିଲେ I ସ୍ଵର୍ଗତ ବେହେରା ଙ୍କ ସହଯୋଗ ରେ ପୂଜା କମିଟି ଆଗକୁ ବଢିଚାଲିଛି I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !