ଚୋରା ବନ୍ଧୁକ ବେପାରୀ ସହିତ ୮ ଦେଶୀ ବନ୍ଧୁକ ଜବଦ କରିଛି ଏସ୍ ଟି ଏଫ୍. l

 ଅନୁଗୁଳ(ବ୍ୟୁରୋ ରିପୋର୍ଟ )ଏସ୍ଟିଏଫ ଓ ଛେଣ୍ଡିପଦା ଥାନା ପୋଲିସ ମିଳିତ ଚଢ଼ାଉ କରି ଜଣେ ଚୋରା ଦେଶୀ ବନ୍ଧୁକ ବେପାରୀ କୁ କବ୍ଜା କୁ ନେବା ସହ ତା ପାଖରୁ ଆଠଟି ଦେଶୀ ବନ୍ଧୁକ ଓ ସାତୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି।
 ଘଟଣାର ବିବାରଣୀରୁ ଜଣାପଡିଛି ଯେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଟି ଏଫ ଓ ଛେଣ୍ଡିପଦା ଥାନା ପୋଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜଙ୍ଗ ଗ୍ରାମ ନିକଟରେ ଅତର୍କିତ୍ତ ଚଢ଼ାଉ କରି ସମ୍ବଲପୁର ସରପାଲ୍ଲୀ ଅଞ୍ଚଳର ରତ୍ନାକର କାଲଟା ନାମକ ଜୈନକ ବ୍ୟକ୍ତି କୁ ଗିରଫ କରି ତା ନିକଟରୁ ୮ ଦେଶୀ ବନ୍ଧୁକ ବିପୁଳ ପରିମାଣର ଗୁଳି ଜବତ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !