କମଳା ଧରୁଆଙ୍କ ଦୁଃଖ ପ୍ରଶାସନ ଶୁଣିବ କେବେ ?

ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର କମଳା ଧରୁଆ ବୟସ ପ୍ରାୟତଃ ୫୨ବର୍ଷ ହେବ I ହେଲେ ସେ ଜଣେ ଅଵିଭାହିତା ମହିଳା ଅଟନ୍ତି l ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ପାଉଛି l ଏ' ପର୍ଯ୍ୟନ୍ତ ଅବିବାହିତ ଭତ୍ତା ପାଇ ନାହାଁନ୍ତି l ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି l 
କମଳା ଧରୁଆଙ୍କ ସବୁ ଠାରୁ ଦୁଃଖର ବିଷୟ ହେଉଛି ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କହିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳୁ ନାହିଁ l ଭତ୍ତା ଟିଏ ପାଇଁ ଗୁହାରି କଲେ ମଧ୍ୟ୍ୟ କେହି ଶୁଣୁନାହାନ୍ତି l ଏଣୁ ପାଟଣାଗଡ଼ ବ୍ଲକ ପ୍ରଶାସନ ଏଥିପ୍ରତିି ଧ୍ୟାନ ଦେଇ କମଳା ଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଅଛି I ( ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !