ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ l

 
               
ବଲାଙ୍ଗୀର :- ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘର ବାର୍ଷିକ ବୈଠକ ୩୦ ତାରିଖ ରେ ଅନୁଷ୍ଠିତ ହୋଇଥିଲା । ସଭାପତି ବିକାଶ ଦାଶ ଙ୍କ ସଭାପତିତ୍ବରେ ଘୁନସର ଟାୱାର ଛକ ଠାରେ ସଭା ଆୟୋଜନ କରାଯାଇଥିଲା ।  ଏଥିରେ ପ୍ରାୟ ୧୦୦ଗୋଟି ଟେଣ୍ଟ ମାଲିକ ଯୋଗଦାନ କରିଥିଲେ । ଏହି ସଭାରେ ବିଭିନ୍ନ ସମସ୍ୟା ର ଆଲୋଚନା କରାଯାଇଥିଲା ।
 କୋଭିଡ କଟକଣା ଯୋଗୁଁ ବେପାର କ୍ଷତି ହୋଇଥିବାରୁ ମାଲିକ ମାନେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଭାପତି କୁ ଜଣାଇଥିଲେ ଏବଂ ବହୁତ୍ ଗୁଡ଼ାଇ କଥା ଆଲୋଚନା କରାଯାଇଥିଲା । 
ଏଥିରେ ରବୀନ୍ଦ୍ର ଗଡତ୍ୟା , ତେଜରାଜ୍ ଦଣ୍ଡସେନା , ଗୋପାଳ ପାତ୍ର , ପିଣ୍ଟୁ ପୁଟେଲ , କିଶୋର ସାହୁ , ସୀତାରାମ ମେହେର , ବାଙ୍କବିହାରୀ ନାୟକ , ସାମାଜିକ ପଟେଲ , ଚିନ୍ତା ରଣା , ଦୁର୍ଗା ଦତ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୀତାରାମ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !