ନିର୍ବାଚନ ଦାୟିତ୍ୱ ସଂପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ତାଲିମ ପ୍ରଦାନ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ସଦର ମହକୁମାର ନୃସିଂହ ଚୈାଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଯାଜପୁର, ଦଶରଥପୁର, ବିଂଝାରପୁର ବ୍ଳ୍‌କ ଏବଂ ଯାଜପୁର ମୁନିସିପାଲିଟିରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୯ ଗୋଟି ପ୍ରଶସ୍ତ କକ୍ଷ ଓ ୨ ଗୋଟି ଗ୍ୟାଲେରୀ ମଧ୍ୟରେ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ତାଲିମ ପ୍ରଦାନ କରାଯାଇଅଚ୍ଥି l ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତଜିଲ୍ଲା ପାଳ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲ୍ଳ୍‌ାପାଳ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଲିକ , ଶାଶ୍ୱତୀ ସାଡୁଆଳ ଏବଂ ଯାଜପୁର ପୈାର ପରିଷଦ ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦଶରଥପୁର ବିଡିଓ ଆକାଶ ପଟ୍ଟନାୟକ, ବିଂଝାରପୁର ଅତିରିକ୍ତ ବିଡିଓ ଦିବେନ୍ଦୁ କୁମାର ଦାସ, ଧୀରେନ୍ଦ୍ର କୁମାର ଦାସ, ଯାଜପୁର ବିଡିଓ ସ୍ୱାଗତ ଦାସ, ତହସିଲଦାର, ଦଶରଥପୁର, ବିକ୍ରମ କିଶୋର ପରିଡା, ତହସିଲଦାର, ବିଂଝାରପୁର କୈଳାସ ମହାଳିକ, ତହସିଲଦାର, ଯାଜପୁର ଅରବିନ୍ଦ ବେହେରା, ଅତିରିକ୍ତ ତହସିଲଦାର, ରଶ୍ମି ରଂଜନ ମଲ୍ଳିକ, ବାବୁରାମ ମୁର୍ମୁ, ଅତିରିକ୍ତ ତହସିଲଦାର, ବିଂଝାରପୁର ପ୍ରଦୀପ୍ତ କୁମାର ସେଠୀ, ଅତିରିକ୍ତ ତହସିଲଦାର, ଯାଜପୁର ଅଜୟ କୁମାର ପଣ୍ଡା, ଏବିଡିଓ, ଦଶରଥପୁର ତ୍ରିଲୋଚନ ସେଠୀ, ଅତିରିକ୍ତ କୋଷାଗାର ଅଧିକାରୀ ଦାମୋଦର ପଣ୍ଡା, ସହକାରୀ କୃଷି ଅଧିକାରୀ ଜ୍ଞାନ ପ୍ରକାଶ ସାହୁ ଙ୍କ ସମେତ ସଂପୃକ୍ତ ବ୍ଳକର ଜିପିଇଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ବିଏସ୍‌ଏସ୍‌ଓ, ସହକାରୀ ଶିକ୍ଷକ, ସି.ଆର୍‌.ସି.ସି. ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ୧୧୧୬ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ଙ୍କୁ ରିପେଂ୍ରସର ଟ୍ରେନିଂ ଏବଂ ୭୦୩ ଜଣ ନୂତନ ଭାବେ ନିଯୁକ୍ତି ପାଇଥିବା ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ଙ୍କୁ ନେଇ ମୋଟ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ବୁଥ୍ କାର୍ଯ୍ୟ ସଂପାଦନ ନିମିତ ୨୫ ଜଣ ମାଷ୍ଟର ଟ୍ରେନର ଅଧିକାରୀ ତାଲିମ ପ୍ରଦାନ କରିଥିଲେ । ଧର୍ମଶାଳା, ବଡଚଣା ଓ ବରୀ ବ୍ଳକର ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯିବ । ସମସ୍ତ ପ୍ରିଜାଡିଂ ଓ ପୁଲିଂ ଅପିଂସରମାନେ ଟ୍ରେନିଂ ସମୟରେ ମକ୍‌ପୋଲ, ଇଭିଏମ୍ ସିଲିଂ ସହ ସମସ୍ତ କାର୍ଯ୍ୟ ସଂପର୍କରେ ଯଦି କୈାଣସି ପ୍ରଶ୍ନ ଥାଏ, ସେ ସଂପର୍କରେ ପଚାରି ସଠିକ ଭାବେ ଆସନ୍ତା କାଲି ତାଲିମ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !