ଭିଜିଲାନ୍ସ ଜାଲରେ ମତ୍ସ୍ୟ ବିଭାଗର ଡେପୁଟି କମିଶନର l

ଭୁବନେଶ୍ବର /କଟକ (ବ୍ୟୁରୋ ରିପୋର୍ଟ) :- ସରକାରୀ ଟଙ୍କା ହେର ଫେର୍ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ l ୧.୦୫ କୋଟି ଟଙ୍କା ଟ୍ରାନ୍ସଫର ଅଭିଯୋଗରେ ଆଜି ଡେପୁଟି ଡାଇରେକ୍ଟର( ମତ୍ସ୍ୟ ବିଭାଗ) କଟକ ଶ୍ରୀ ବସନ୍ତ କୁମାର ଦାଶଙ୍କ ୫ ଟି ସ୍ଥାନରେ ଏକକାଳୀନ ଓଡିଶା ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ଚାଲିଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ରୁ ୧.୦୫ କୋଟି ଟଙ୍କା ସରକାରୀ ଆକାଉଣ୍ଟରୁ ତାଙ୍କ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ କୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି l ଏହି କାରଣରୁ ଭିଜିଲାନ୍ସ ର ୫ ଜଣ ଡିଏସପି , ୪ ଇନ୍ସପେକ୍ଟର, ୯ ASI ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ସମାନ ୫ ଟି ଟିମ୍ ପକ୍ଷରୁ ଖୋଳତାଡ଼ କରିବାକୁ ନିୟୋଜିତ ଅଛନ୍ତି |  
 ଏହି ସଂପର୍କରେ, କଟକ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନଂ 5/2024 U / s-13 (2) r / w13 (1) (a) P.C (ସଂଶୋଧନ) ଅଧିନିୟମ, 2018/409/420 IPC ରେ କେଶ୍ ରୁଜୁ ହୋଇଛି | ଅଧିକ ଜାଣିବା ପାଇଁ ତଦନ୍ତ ଜାରି ରହିଛି l
 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !