ମାଲକାନଗିରି ଜଳସମ୍ପଦ ବିଭାଗର ପି.ଡ଼ି. ଭିଜିଲାନ୍ସ ପଞ୍ଝାରେ l
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ଆୟବର୍ହିଭୂତସମ୍ପତ୍ତି ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକା ସାଙ୍ଗରେ କଟକ, ଭୁବନେଶ୍ବର, ମାଲାକନଗିରି ସମେତ ୭ ଟି ସ୍ଥାନରେ ଖାନତଲାସି ଚାଲିଛି l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.