ଏକ ନକ୍ସଲ୍ ଦମ୍ପତ୍ତି ଙ୍କ ଆତ୍ମସମର୍ପଣ l

ମାଲକାନଗିରି(ବ୍ୟୁରୋ ରିପୋର୍ଟ) :-  ମାଲକାନଗିରି ଜିଲ୍ଲା ସୀମାନ୍ତ କାଂକେର ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି ଏରିଆ କମିଟିର ସଦସ୍ୟ ଜୟସିଂ ଅରଫ ଦରବାରି କୋମରା। ବୟସ ୨୮ ବର୍ଷ। ସରକାର ଜୟସିଂ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜୟସିଂଙ୍କ ପତ୍ନୀ ସମ୍ମି ଅରଫ ସନ୍ନି ଇରପା ପ୍ଲାଟୁନ ନମ୍ବର ୧୭ର ସଦସ୍ୟା ଅଟନ୍ତି।

ସରକାର ସନ୍ନି ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୦୧୧ ମସିହାରେ ଏମାନେ ନକ୍ସଲ କମାଣ୍ଡର ବିକାଶର ସଂସ୍ପର୍ଶରେ ଆସି ନକ୍ସଲ ସଂଗଠନରେ ଜଡିତ ହୋଇଥିଲେ। ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ ଏମାନେ ବୁଲି ବହୁ ହିଂସା ଘଟାଇଥିବା ପୁଲିସ କହିଛି। ଆମାବେଡା ଥାନା ଅଂଚଳର ଅର୍ରା ଗ୍ରାମରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା, କୋତକୁଣ୍ଡରେ ଜଣକୁ ହତ୍ୟା, ତାଡୋକି ଥାନା ଅଂଚଳରେ ପୁଲିସ ଉପରେ ଆକ୍ରମଣ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି।
ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା କହିଥିଲେ।ସଂଗଠନରେ ଭେଦଭାବ ସହ ନିର୍ଯାତନା ବଢୁଥିଲା। ମହିଳାଙ୍କ ପ୍ରତି ଶୋଷଣ ବଢୁଥିଲା। ଏଥିସହ ପୁଲିସର ଘନ ଘନ ଚଢାଉରେ ସଂଗଠନ ଏକ ପ୍ରକାର ଦୁର୍ବଳ ହୋଇପଡିଛି।ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି।
The surrender of a Naxal couple. 
Malkangiri (Beuro Report): - A Naxalite couple surrendered to the police in Kalkar, bordering Malkangiri district today. The couple surrendered in front of SP MR Ahire at a special function held at the district police office. These are Jayasinghe alias Darbari Komra, a member of the Koscodi Area Committee. She is 28 years old. The government announced a prize money of Rs 5 lakh in the name of Jayasinghe. Jayasinghe's wife, Sammy Arfa Sunny, is a member of Plato No. 16.
 The government announced a prize money of Rs 200,000 in the name of Sunny. In 2011, they came in contact with the development of the Naxal commander and joined the Naxal organization. They have turned around in many ways to all over three ten years old and said to have caused the most of violence. Amasa Kharamuri Kharra in Arara in Oura to Khara's Manural "These are involved in the strangond to involve and alienated in the aggans such as an attitude of speeds in the pollination.

 However, he acknowledged that their numbers were not enough to defeat Lukashenko's government, and said that maintaining some independence was not the answer. Exploitation of women was on the rise. In addition, the organization has been kind of weakened in the face of frequent police raids.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !