ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦାନଗଦୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ l

ଯାଜପୁର(କଳିଙ୍ଗନଗର): - ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ମହାମାରୀ କରୋନା ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦାନଗଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସେଠାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତାମାନେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରି ଦରଦାମ ନିୟନ୍ତ୍ରଣରେ ଉଭୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ l ବ୍ଲକ କଂଗ୍ରେସ କମିଟି ସଭାପତି ବିଭୁ ଭୂଷଣ ରାଉତ ଓ ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟଙ୍କ ନେତୃତ୍ୱରେ ନାରାୟଣ ଚନ୍ଦ୍ର ଧୀର, ମଧୁସୂଦନ ସାହୁ, ମହେନ୍ଦ୍ର ଦାସ, ଦୟାନିଧି ପଲାଇ, ସୁରଜିତ ରାଉତ, ଉମାକାନ୍ତ ଯେନlମଣୀ, ସୁବାଷ ଚନ୍ଦ୍ର ବଳସାମନ୍ତ, ପ୍ରତିମା ସାହୁ, ରେଣୁବାଳା ଜେନା, କାନ୍ହୁ ଦାସ, ରମେଶ ଚନ୍ଦ୍ର ଧୀର,ରବି ଜାରିକା, ରଞ୍ଜନ ଧୀର, ଭବାନୀ ଦେଓ, ବୀର ସାହୁ, ଲିଟନ ଯେନାମଣୀ, ବlଙ୍କବିହାରୀ ଯେନା, ସମୀର ପାତ୍ର, ସୁମନ୍ତ ଯେନା, ରାଜେଶ ନlଟିଆ, ଅଜିତ ନାୟକ, କଳ୍ପତରୁ ଧଳ, ଡlବର ସାମାଡ଼, ଲମ୍ବୋଦର ମହାନ୍ତ, ନିଲୁ ଦେଓ, ପ୍ରଦୀପ ମଲ୍ଲିକ, ଦାମୋଦର ପୁହାଣ ପ୍ରମୁଖ ଶତାଧିକ ଜଂଗ୍ରେସ ନେତା ଓ ସମର୍ଥକ ଏହି ବିକ୍ଷୋଭରେ ଯୋଗଦେଇଥିଲେ l(ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

Demonstrations in front of the Danagadi block by the Congress in protest of the hike. 
Jajpur (Kalinganagar): - Petrol, diesel, cooking gas and other commodities were seized during the epidemic on the instructions of the All India Congress Committee and at the call of the Odisha Pradesh Congress Committee in protest of the hike. The protest was staged in front of the Danagadi block office on Wednesday by the Congress committee. Under the leadership of block congres president Bibhu Bhusan Rout and Sukinda youth congress president Krupasindhu Samantaray, led by Narayan Chandra Dhir, Madhusudan Sahu, Mahendra Das, Dayanidhi Palai, Surjit Raut, Umakant Yenlani, Subash Chandra Balsamanta, Pratima Sahu, Renubala Jena, Kanhu Das, Ramesh Chandra Dhir, Ravi Jarika, Ranjan Dhir, Bhavani Deo, Yenamani, Bal's Bihari Yenna, Sameer Patra, Sumanth Yenna, Rajesh Hundreds of prominent Congress leaders and supporters of Naltia, Ajit Nayak, Kalpataru Dhal, Dalbar Samad, Lambodar Mahant, Nilu Deo, Pradeep Mallick, Damodar Puhan joined the protest (Report by Jai Narayan Mohapatra)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !