ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ମହିଳା ଜୀବନ୍ତ ଦଗ୍ଧ l

ନୟାଗଡ଼(ବ୍ୟୁରୋ ରିପୋର୍ଟ ):- ଆଜି ସକାଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ର ବିରିଡ଼ିହ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଖବରରୁ ପ୍ରକାଶ ଯେ ହରପ୍ରିୟା ଜେନା ନାମ୍ନୀ ଜୈନକା ମହିଳା ରୋଷେଇ କରୁଥିବା ସମୟରେ ହଠାତ ସିଲିଣ୍ଡର ରେ ନିଆଁ ଲାଗିଯାଇ ବିସ୍ପୋରଣ ଘଟିଥିଲା l ମହିଳା ଜଣକ ରୋଷେଇ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମକରି ମହିଳାଙ୍କ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଭାବେ ନିଆଁରେ ପୋଡ଼ି ଯାଇ ଆହତ ହୋଇଛନ୍ତି। ବିସ୍ପୋରଣ ଏତେ ଭୟଙ୍କର ହୋଇଥିଲା ଯେ ଘର ଟି ସମ୍ପୁଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ଖଣ୍ଡପଡା ଥାନା ପୋଲିସ ପହଂଛି ତଦନ୍ତ କରିଛି I
The cooking gas cylinder ruptured and the woman was burned alive. 
Nayagarh (Bureau Report): - An unfortunate incident took place this morning in Biridih village of Ranipada panchayat under Nayagarh district's Khandpada police station. The woman's husband, Silu Jena, was also seriously injured in the blaze. The bomber struck shortly after noon in front of a U.S. military base. Upon hearing the news, firefighters arrived and contained the fire. Khandpada police arrived and investigated.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !