ପାଣିକୋଇଲି ଟୋଲଗେଟ ନିକଟସ୍ଥ ନିର୍ମାଣ ଧୀନ ବ୍ରିଜ ନିକଟରୁ ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର I

ଯାଜପୁର: - ଜିଲ୍ଲା ମଧ୍ୟ୍ୟ ଦେଇ ଯାଇଥିବା NH 16ଜାତୀୟ ରାଜପଥର ସୋତି ନିକଟସ୍ଥ ଲଭ ଷ୍ଟେସନ ହୋଟେଲ ନିକଟରୁ ଆଜି ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି ପାଣିକୋଇଲି ପୋଲିସ I 
 ସୂଚନା ମିଳୁଛି ଯେ ଦୁଇ ମୃତ ଯୁବକ ବିଜୟ ସାହୁ ଓ ମାନସ ଦାସ I ସେମାନେ ଜହ୍ନା ଗ୍ରାମର ବୋଲି ଜଣା ପଡିଛି l ଘଟଣା ସ୍ଥଳରୁ ପାଣିକୋଇଲି ପୋଲିସ ଏକ ହୋଣ୍ଡା ବାଇକ ଓ ମୋବାଇଲ ଜବତ କରିଛି I ପୋଲିସ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଛି I ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି l ମୃତ୍ଯୁର କାରଣ ଅସ୍ପଷ୍ଟ ଅଛି l

The bodies of two young men were recovered from a construction bridge near Panikoili toll gate. 
Jajpur: Panikoili police today recovered the bodies of two youths from the Love Station Hotel near Soti on NH 16 National Highway, which runs through the district. A Honda bike and a mobile phone were confiscated. Police recovered the body and sent it for post-mortem. Police are investigating.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !