କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l  ଏହି ସଭା ରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ୩ ଜଣ ଜିଲ୍ଲା ସ୍ତରୀୟ ପଦାଧିକାରୀ ଯଥା ଶ୍ରୀ ପ୍ରଦୀପ ଦାସ ଜିଲ୍ଲା ଉପସଭାପତି, ଶ୍ରୀ ବିଶ୍ୱଜିତ୍ ପ୍ରଧାନ ଜିଲ୍ଲା ସମ୍ପାଦକ, ଶ୍ରୀ ପ୍ରଦୀପ ସାହୁ ଜିଲ୍ଲା ସହ ପ୍ରଭାରୀ ଙ୍କୁ ସ୍ଵାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଗଲା।
 ଏହି ସଭାକୁ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ନଗର ସୂଚନା ପ୍ରମୁଖ ଗଣେଶ୍ୱର ରଥ, ସୈଲେନନ୍ଦ୍ର ନାଏକ, ରାଜୁ ନାଏକ, ଅଶୋକ ସିଂ, ଶରତ ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ନୂତନ ସଦସ୍ୟ ମାନେ ନିଜ ନିଜ ଅଭିଭାଷଣ ରେ ଆଗାମୀ ଦିନ ରେ ସମସ୍ତେ ସଂଗଠିତ ହୋଇ ଏକ ତ୍ରୀତ ହୋଇ ଏକ ମନ ଏକ ପ୍ରାଣ ସହ ଏକ ପରିବାର ଭଳି କାମ କରି ସଂଗଠନ କୁ ଆହୁରି ସୁଦୃଢ କରିବା ନେଇ ମତବ୍ୟକ୍ତ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !