ନାଗେଶ ଟ୍ରଫି ରେ ସାମିଲ ହେଲେ କୋଡ଼ିଏ ଜଣିଆ ଓଡ଼ିଶା ଟିମ୍ I

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କୋଡ଼ିଏ ଜଣିଆ ସଦସ୍ୟଙ୍କୁ ନେଇ କ୍ରିକେଟ ଦଳ ଘୋଷଣା କଲା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ l ଏହି କୋଡ଼ିଏ ଜଣିଆ ଟିମ୍ କୁ ନେଇ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ନାଗେଶ ଟ୍ରଫି ର ଚତୁର୍ଥ ସଂସ୍କରଣ ଖେଳିବାକୁ ସକ୍ଷମ ହୋଇଛି l ସୂଚନା ମୁତାବକ ମହମ୍ମଦ ଜାଫର ଇକବଲଙ୍କ ନେତୃତ୍ଵ ରେ ଏକ ୨୦ଜଣିଆ ସଦସ୍ୟ ବିଶିଷ୍ଟ ଦଳ ସଂଘ ଘୋଷଣା କରିଛି l 

ନଗେଶ ଟ୍ରଫି ତୃତୀୟ ସଂସ୍କରଣ ରେ ଓଡ଼ିଶା ରାନର୍ଷପ ହୋଇଥିଲା ତେଣୁ ଚଳିତ ବର୍ଷ ଦିଲ୍ଲୀ ଠାରେ ହେବାକୁ ଥିବା ଚତୁର୍ଥ ସଂସ୍କରଣ ରେ ଓଡ଼ିଶା ନୂତନ ଖେଳାଳି ମାନଙ୍କୁ ସୁଯୋଗ ଦେଇ ନୂଆ ରଣ ନୀତି ସହ ପଡିଆ କୁ ଦଳ ଓହ୍ଲାଇ ପ୍ରଥମ ସଂସ୍କରଣ ର ବିଜୟ କୁ ଦୋହରାଇବ ବୋଲି ଦଳର ପ୍ରଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ଖେଳାଳି ଆଶା ପ୍ରକାଶ କରିଛନ୍ତି l
 ଏହି ଖେଳାଳିମାନେ ହେଲେ କାଳିଆ ପ୍ରଧାନ, ତପନ କୁମାର ଗୌଡ, ଦେବରାଜ ବେହେରା, ଅନିଲ ମଲିକ, ସାଗର କୁମାର ମଲିକ, ସନ୍ତୋଷ ରାଉତ୍, ଆକାଶ ରାଉତ୍, ନକୁଳ ବଡ ନାୟକ, ଶିରଗ୍ରାଇ ମାଝୀ, ଲାଲ ପ୍ରସାଦ ସୋରେନ, ରଘୁରାମ ନାୟକ, ଅର୍ଜୁନ ବାତ୍ରା, ସୁଖରାମ ମାଝୀ, ସମୀର ନାହାକ, ବିଶ୍ଵନାଥ ଖାରା, ପଙ୍କଜ ଭୂଇ, ଲିଙ୍ଗରାଜ ରାଉତରା, ମନୋଜ କୁମାର କିସ୍କୁ, ଧନପତି ଗୌଡ ଓ ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରମୂଖ ଙ୍କ ନାମ ଘୋଷଣା କରାଯାଇଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !