ଯାଜପୁର, ସମ୍ଭାବ୍ଯ ବାତ୍ଯା କୁ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ...

ଯାଜପୁର /ବ୍ୟାସନଗର - ସମ୍ଭାବ୍ଯ ବାତ୍ଯା 'ବୁଲବୁଲ' କୁ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲାର ବିଦ୍ୟୁତ୍ ଯୋଗାଣ ବିଭାଗ l ଜିଲ୍ଲାର ଆରକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଗତ ଗୁରୁବାର ଦିନ ଏ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ
ମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜରୁରୀକାଳୀନ ପରିସ୍ଥିତି କକ୍ଷ ମଧ୍ଯ ଖୋଲା ରହିବ, କୁଆଖାଇ ପାଇଁ ୯୪୩୮୯୦୬୧୦୭,ଯାଜପୁର ରୋଡ଼ ପାଇଁ ୯୪୩୮୯୦୬୧୦୫, ଯାଜପୁର ଟାଉନ ପାଇଁ ୯୪୩୮୯୦୬୧୦୬ ଓ ଯାଜପୁର ଡିଭିଜନ ବିଦ୍ୟୁତ ନିୟନ୍ତ୍ରଣ କକ୍ଷ ପାଇଁ ୯୪୩୮୯୦୬୦୯୩ ଫୋନ୍ ନମ୍ବର ଜାରୀ କରାଯାଇଛି ଏହି ସେବା ୨୪ ଘଣ୍ଟା କାଯ୍ୟକାରୀ କରିବା ସହିତ ଜନସାଧାରଣ ଉପକୃତ ହେବେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !