ଯାଜପୁର ଜିଲ୍ଲା ଗ୍ରସ୍ତରେ ରାଜ୍ଯ ଛାତ୍ର କଂଗ୍ରେସ ସଭାପତି l

ଯାଜପୁର(ବ୍ୟୁରୋ ରିପୋର୍ଟ) :-ଆଜି ଯାଜପୁର ଜିଲ୍ଲା ଗ୍ରସ୍ତରେ ଆସିଥିଲେ ରାଜ୍ୟଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟଛାତ୍ର କଂଗ୍ରେସ ପ୍ରଭାରୀ ରୋଶନଲାଲ ବିଟୁ, ଯୁବନେତା ନିହାର ବେହେରା, ସ୍ବାଗତଂକର (ଖୋର୍ଦ୍ଧାଜିଲା ଛାତ୍ର ସଭାପତି)I ଯାଜପୁର ରାମମନ୍ଦିର ପାଖରୁ ବିଶାଳ ବାଇକ ରାଲି ଯୋଗେ ଛାତ୍ର ଏବଂ ଯୁବକଂଗ୍ରେସ ର ସମସ୍ତ କର୍ମକର୍ତ୍ତା ରାଜ୍ଯ ସଭାପତି ଙ୍କୁ ପାଚୋଡ଼ି ଆଣିଥିଲେ l ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେଇଥିଲା କମ୍ପନ ସମାବେଶ l ଏହି ସମାବେଶ ରେ ଯାଜପୁର ଜିଲ୍ଲାସଭାପତି ମନୋଜ ରାଉତ୍ , କାର୍ଯ୍ୟକାରି ସଭାପତି ବିଷ୍ଣୁରାଉତ, ବଳଭଦ୍ର ଦାସ, ରାଜ୍ୟ ମହିଳା କାର୍ଯ୍ୟକାରି ସଭାପତି ବନ୍ଦିତା ପରିଡା, ଯାଜପୁର ନେତା ସନ୍ତୋଷ ନନ୍ଦ, ବରୀ ଯୁବନେତା ଉମେଶ ଜେନା , ରାହାସବିହାରୀୀ ଦାସ , ପଦ୍ମାକର ଗୁରୁ, ପୂର୍ବଛାତ୍ରସଭାପତି ଚନ୍ଦ୍ରଶେଖର ସାହୁ, ଦଶରଥପୁର ଛାତ୍ରନେତା ଧନଞ୍ଜୟ ଦୀକ୍ଷିତ, ଯାଜପୁର ବ୍ଲକ ଛାତ୍ରନେତା ଚିନ୍ମୟ ଘଡେଇ, ରାଜୁୁ ଦାସ ଏବଂ ଜିଲ୍ଲା ର କୋଣ ଅନୁକୋଣ ଆସିଥିବା ଛାତ୍ର ଏବଂ ଯୁବକ I ମହିଳା କଂଗ୍ରେସ ଛାତ୍ରସମାଜର ସ୍ୱାର୍ଥ, ସ୍ୱାଭିମାନ ଏବଂ ଅଧିକାର ପାଇଁ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଥିଲେ l 
State Student Congress president in Jajpur district. 
Jajpur (Beuro Report): -Jajpur district president Yassir Nawaz, state student Congress in-charge Roshanlal Bitu, youth leader Nihar Behera, welcome (Khordha district student president) I came to Jajpur district today, a huge bike rally from Jajpur Ram Mandir. Jajpur district president Manoj Raut, executive president Vishnuraut, Balabhadra Das, state women executive president Bandita Parida, Jajpur leader Santosh Nand, Bari youth leader Umesh Jena, Rahim Singh, were present at the rally. Former student president Chandrashekhar Sahu, Dasarathpur student leader Dhananjay Dixit, Jajpur block student leader Chinmay Ghadei, Raju Das and students and youth from all corners of the district handed over a memorandum to the district magistrate for the interests, dignity and rights of the student body.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !