ଅସହାୟ ଦିବ୍ୟାଙ୍ଗ କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କଲା ନେତାଜୀ ସୁଭାଷ ସେନା l

 


ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାର୍ଯ୍ୟ କରି ଆସିଛି। ଏକ ଦୃଘଟଣା ରେ ସ୍ନାୟବିକ ଅସୁବିଧା ଯୋଗୁ ଠିକ ରେ ଚାଲି ପାରୁନଥିବା ଏକ ଦିବ୍ୟାଙ୍ଗ ଙ୍କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କରିଛି ନେତାଜୀ ସୁଭାଷ ସେନା। ଅକ୍ଷୟ ସାସମଲ ନାମକ ଏହି ଦିବ୍ୟାଙ୍ଗ ଜଣକ କଟକ ଫୁଲନଖରା ରେ ପାନ ଦୋକାନ ଟେ କରି ପରିବାର ପୋଷଣ କରନ୍ତି,ଆର୍ଥିକ ଅନାଟନ ଭିତରେ ସେ ନିଜ 



ପାଇଁ ତିନିଚକିଆ ସାଇକେଲ ଖଣ୍ଡେ କିଣିପାରି ନଥିଲେ,ସ୍ନାୟବିକ ଅସୁବିଧା କାରଣରୁ ଛୋଟେଇ ଛୋଟେଇ ଚାଲି ଦୈନଦିନ କାର୍ଯ୍ୟ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହଉଥିଲେ,ଅକ୍ଷୟ ଙ୍କ ଏପରି ଅବସ୍ଥା ଦେଖି ସୁଭାଷ ସେନା ତରଫ ରୁ ତାଙ୍କୁ ମାଗଣାରେ ବେଟ୍ରି ଚାଳିତ ଗାଡି ପ୍ରଦାନ କରାଯାଇଛି, ଏହି ମହାନ କର୍ଯ୍ୟ ସେନା ର ସଭାପତି ଅଜିତ ଦାସ ଙ୍କ ସମେତ ପାର୍ବତୀ ବାରିକ, ନୀଳାଦ୍ରି ବେହେରା ପ୍ରମୁଖ ଭୂମିକା ଲିଭାଇଥିଲେ।

Netaji Subhash Sena provided batteries to the helpless Dibyang. 

Beuro report: - Netaji Subhas Sena in Cuttack New Bazaar has always done great deeds for the disabled. Netaji Subhas Sena has provided a battery-powered vehicle to a paralyzed man who was unable to walk properly due to a nervous breakdown in an accident. The paralyzed man, Akshay Sasmal, runs a liquor store in Cuttack's Phulnakhara and feeds his family.






 Unable to buy a three-wheeled bicycle for him, he had a lot of trouble working on a daily basis due to neurological problems, Akshay was given a free battery-powered vehicle by Subhash Sena in view of his condition. , Niladri Behera played a key role.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !