ମାକ୍ସ ଓ ପିପି କିଟ୍ ଦୁର୍ନୀତି, ଭିଜିଲାନ୍ସ ବିଭାଗ ପକ୍ଷରୁ ଲୋକାୟୁକ୍ତ ରେ ମାମଲା ରୁଜୁ l

ବ୍ୟୁରୋ ରିପୋର୍ଟ ଭୁବନେଶ୍ଵର:- ରାଜ୍ୟରେ କରୋନା ମହାମାରୀ ସମୟରେ ମାସ୍କ ଏବଂ ପିପିଇ କିଟ୍‌ କିଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଆସନ୍ତା ୨୬ ତାରିଖରେ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ। ଅଭିଯୋଗକାରୀ ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, କରୋନା ମହାମାରୀ ସମୟରେ ବାହାର ରାଜ୍ୟରୁ ରାଜ୍ୟ ସରକାର ମାସ୍କ ଏବଂ ପିପିଇ କିଟ୍‌ କିଣିଥିଲେ। ମାତ୍ର ଏଥିରେ ଦୁର୍ନୀତି ହୋଇଥିବା ଏବଂ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହା ପରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଛି।
The lawsuit was probably funded by the Vigilance Department, a Max and PP Kit scam. 
Beuro report Bhubaneswar: - There have been allegations of major corruption in the purchase of masks and PPE kits during the Karona epidemic in the state. The vigilance department has submitted a report to the Lokayukta in this regard. The case will be heard in a three-judge bench of the Lokayukta on the 27th. The media has been informed by the complainants Sushant Padhi and Sudarshan Das.
 According to reports, the state government bought masks and PPE kits from outside the state during the Karona epidemic. It was alleged that the ambassador provided the information to Hussein. Sushant Padhi and Sudarshan Das had lodged a complaint with the Lokayukta. The Lokayukta then directed the state vigilance department to investigate the allegations and submit a report. Accordingly, Vigilance has submitted a preliminary report to the Lokayukta.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !