ମଦଦୋକାନ ଖୋଲା କୁ ମହିଳାଙ୍କ ବିରୋଧ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ମାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ରେ, ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା । ଉତ୍ୟକ୍ତ ମହିଳା ମାନେ ମଦ ଦୋକାନକୁ ବାଡ଼େଇ ଭାଙ୍ଗିବା ସହ ବିପୁଳ ପରିମାଣରେ ମଦ ନଷ୍ଟ କରିଛନ୍ତି। ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଲେ ପୁରୁଷ। ଏ ଭଳି ଦୃଷ୍ୟ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲାର ରସଲପୁର୍ ବ୍ଲକ ନଠୁଆ ବର ପଞ୍ଚାୟତ ଅଧୀନସ୍ଥ କୁରୁ କୁରା ଗ୍ରାମରେ। ଏଠାରେ ନୂତନ କରି ଏକ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା।
Women oppose opening liquor stores. 
Jajpur (Beuro Report): - A woman was found dead in a liquor store in Nathuabar panchayat in Rasulpur block of Jajpur district. That means debar female have lost huge quantity of alcohol, including alcohol rather to slip folding. The man carried a box of liquor from the liquor store. A similar scene was reported in Kuru Kura village under Nathua Bar Panchayat in Rasalpur block of Jajpur district. A new government liquor store has been set up here, with local women protesting.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !