ଏନ୍ ସି ହାଇ ସ୍କୁଲ ୧୯୮୦ ବ୍ୟାଚ ର ବନ୍ଧୁ ମିଳନ l
ଯାଜପୁର ୧୫/୧ :- ଏନ୍ ସି ହାଇ ସ୍କୁଲ ଯାଜପୁର ରୋଡ଼ ୧୯୮୦ ବ୍ୟାଚ ର ଏକ ବନ୍ଧୁ ମିଳନ ସ୍ଥାନୀୟ ଗୀତା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୧୯୮୦ ବ୍ୟଚ୍ ର ଦିନେଶ କୁମାର ସାହୁ, ଅଭୟ ସାହୁ, ଦେବେନ୍ଦ୍ର ସାମଲ, ପ୍ରଣବ ବିଶ୍ଵାଳ,ରାଜକିଶୋର ପହି, ଗୋକୁଳି ଜେନା, ଜୟୀରାମ ସାହୁ, ଗୋପାଳ ମସ୍କରା,ଅମୂଲ୍ୟ ଦାସ, ଭୀମସେନ ଜେନା,ପ୍ରତାପ ଜୀ, ବାଉରୀ ବନ୍ଧୁ ଦାସ, ବିଶ୍ଵନାଥ ଜେନା, ମନ୍ମଥ ଜେନା,ରବିନ୍ଦ୍ର ବେହେରା, ବିପିନ ଛୋଟରାୟ,ରବୀନ୍ଦ୍ର ସାହୁ,ସୁଶିଲ ସାହୁ, ନିରଞ୍ଜନ ନନ୍ଦୀ, ଦିଲ୍ଲୀପ ଚୋହ୍ୱାନ, ହରି କିଶନ, ବିଶ୍ଵନାଥ ଗୁରୁ,ଗୋପାଳ ସାହୁ,ଚିତ୍ତ ରଞ୍ଜନ କର,ଅଶୋକ ରାଉତ, ଉମେଶ ବାହଲିଆ,ମଦନ ରାଉତ, ପିତାମ୍ବର ମଲ୍ଲିକ, ସୁକାନ୍ତ ଆଚାର୍ଯ୍ୟ ଏବଂ ଶ୍ରୀନାଥ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.