ଦୁନିଆଁ ରେ ସବୁଠାରୁ ମହଙ୍ଗା ବୃକ୍ଷ I

ଅନୁଭୂତି - ଦୁନିଆରେ ବିଭିନ୍ନ ପ୍ରକାର ମସଲା ରହିଛି। ଯାହା ନିଜର ସ୍ୱାଦ ପାଇଁ ବେଶ ପରିଚିତ। ମାତ୍ର ଏପରି ଏକ ମସଲା ରହିଛି ଯାହା ନିଜର ମୂଲ୍ୟ ପାଇଁ ବେଶ ପରିଚିତ। ଏହି କାରଣରୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି କୁହାଯାଏ। ଏହି ମସଲାର ଗଛକୁ ମଧ୍ୟ ସବୁଠାରୁ ମହଙ୍ଗା ବୃକ୍ଷ କୁହାଯାଏ। ଏହାକୁ ଚାଷ କରାଯାଉଥିବା ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଭାରତ ସମେତ ଫ୍ରାନ୍ସ ସ୍ପେନ,ଇରାନ, ଇଟଲୀ,ଗ୍ରୀସ,ଜର୍ମାନୀ, ଜାପାନ,ରୁଷ, ଅଷ୍ଟ୍ରେଲିୟା, ଆଦି। ଭାରତରେ ଏହାର ଚାଷ ଜମ୍ମୁର କିଶତବାଡ ଭଳି ଅନ୍ୟ କେତେକ ସ୍ଥାନରେ ହୋଇଥାଏ। ଦୁନିଆର ସବୁଠାରୁ ମହଙ୍ଗା ମସଲାର ନାମ କେସର। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଅଢେଇ ରୁ ୩ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହା ମହଙ୍ଗା ହେବାର କାରଣ ଏହାର ପ୍ରାୟ ଦେଢ ଲକ୍ଷ ଫୁଲରୁ ଏକ କିଲୋ ଶୁଖିଲା କେସର ପ୍ରାପ୍ତି ହୋଇଥାଏ।
ସୁନା ଭଳି ମହଙ୍ଗା ହେବା କାରଣରୁ କେସରକୁ ରେଡ ଗୋଲ୍ଡ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଆଜି ଠାରୁ ପ୍ରାୟ ୨୩୦୦ ବର୍ଷ ପୂର୍ବରୁ ପ୍ରଥମେ ସିକନ୍ଦର ମହାନର ସେନା ଏହାର ଚାଷ କରିଥିଲେ।
ଜଣେ ପ୍ରସିଦ୍ଧ ରାଣୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାର ବ୍ୟବହାର କରୁଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ, ଏହାର ଉତ୍ପତ୍ତି ଦକ୍ଷିଣ ୟୁରୋପର ଦେଶ ସ୍ପେନରେ ହୋଇଥିଲା।
ଏବେ ଦୁନିଆରେ ସବୁଠାରୁ ଅଧିକ କେସରର ଚାଷ ସ୍ପେନରେ କରାଯାଉଛି। କେସର ଫୁଲର ବାସ୍ନା ଖୁବ ଭଲ ହୋଇଥିବାରୁ ଏହାର ଆଖାପାଖ ବାସ୍ନାରେ ମହକିଥାଏ। ପ୍ରତ୍ୟେକ ଫୁଲରୁ କେବଳ ୩ଟି କେସର ହିଁ ମିଳିଥାଏ।
ସେହିଭଳି କେସରର ବ୍ୟବହାର ଆୟୁର୍ବେଦ ଚିକିତ୍ସା, ବିଶେଷ ବ୍ୟଞ୍ଜନ, ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ପାନ ମସଲାରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। କେସରକୁ ନିମ୍ନ ରକ୍ତଚାପକୁ ସଠିକ କରିବା ସହ କଫ ନାଶକ ବୋଲି କୁହାଯାଏ। ଏହି କାରଣରୁ ଏହାର ବ୍ୟବହାର ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
The most expensive tree in the world. 
Experience - There are many types of spices in the world. Which is well known for its taste. But there is a spice that is well known for its value. For this reason it is said to be the most expensive spice in the world. The spice tree is also said to be the most expensive tree. Among the major countries cultivated in it are France, Spain, Iran, Italy, Greece, Germany, Japan, Russia, Australia, and so on. In India, it is cultivated in some other places, such as Kishtabad in Jammu. The most expensive spice in the world is Keser. Its price in the market ranges from Rs 2.5 lakh to Rs 3 lakh per kg. It is expensive because it produces about one and a half kilos of dried cases.
 The case is also known as Red Gold because it is as expensive as gold. It is believed that Sikander's great army first cultivated it about 2,300 years ago.
 A famous queen used it to enhance her beauty. According to some, it originated in Spain, a country in southern Europe.
 Spain now has the largest number of cases in the world. The scent of the hair flower is very good and the surrounding scent is honeycomb. Only 3 cases are found in each flower.
 Similarly, the case is used in Ayurvedic medicine, special dishes, and sweets. It is also used in pan spices. Hair is said to correct low blood pressure as well as cough suppressants. For this reason, its use is used in a variety of medicines, starting with treatment.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !