ପୁରୀ ଲୋକେ ରଥଯାତ୍ରା ବେଳେ ଘର ଭିତରେ ରହିବେ - ଜିଲ୍ଲାପାଳ I

ପୁରୀ :- ପୁରୀ ର ଜନସାଧାରଣ ଚଳିତ ବର୍ଷ ରଥ ଯାତ୍ରା ଦେଖିପାରିବେ ନାହିଁ ମାନେ ପୁରୀ ଲୋକେ ଛାତ ଉପରେ ରହି ରଥ ଯାତ୍ରା ଦେଖିବାକୁ ସୁଯୋଗ ପାଇପାରିବେ ନାହିଁ ବୋଲି ସୁଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା l
ଜିଲ୍ଲାପାଳ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀ ରେ ୧୪୪ ଧାରା ଜାରି ରହିବ l ଏହା ରଥ ଯାତ୍ରା ପୂର୍ବ ରାତିରୁ ରଥଯାତ୍ରା ପରଦିନ ଅପରାହ୍ନ ପଯ୍ୟନ୍ତ ବଳବତ୍ତର ରହିବ l ଯେହେତୁ କର୍ଫ୍ୟୁ ଲାଗୁ ହେବ ତେଣୁ ବଡଦାଣ୍ଡ ର ପାର୍ଶ୍ୱରେ ଥିବା କୌଣସି ଘର ର ଛାତ ଉପରେ ରହି ଲୋକମାନେ ରଥଯାତ୍ରା ଦେଖିପାରିବେ ନାହିଁ I ରଥ ଯାତ୍ରା ସମୟରେ ସମସ୍ତେ ଘର ଭିତରେ ରହିବେ l ଚଳିତ ବର୍ଷର ରଥଯାତ୍ରା ସରକାରଙ୍କ କୋଭିଡ୍ ନିୟମାନୁସାରେ ବିନା ଭକ୍ତ ରେ ପାଳନ ହେବ l ସମସ୍ତ ଜନସାଧାରଣ କେବଳ ଦୂରଦର୍ଶନ ମାଧ୍ୟମରେ ଘରେ ରହି ସୁରକ୍ଷିତ ଭାବେ ରଥଯାତ୍ରା ଦେଖିପାରିବେ I

Puri people will be inside the house during the procession - District Magistrate. 
PURI: The people of Puri will not be able to see the rath yatra this year, meaning that the people of Puri will not be able to stay on the roof and watch the rath yatra, Puri district commissioner Samarth Burma said.
 "During the rath yatra, Section 14 will continue in Puri. It will be in force from the night before the rath yatra to the next afternoon until the next day," he said. Will be inside l This year’s rath yatra will be celebrated without devotees as per the government’s covid rules l All the public will be able to watch the rath yatra safely only at home through television.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !