ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ l

ଯାଜପୁର :- ଜିଲ୍ଲା ର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ସୁକିନ୍ଦା ହରିପୁର ଠାରେ ବିଜୁ ଗ୍ରାମୀଣ ଉଦ୍ୟାନ ଉଦ୍ଘାଟିତ ହୋଇଯାଇଛି l ଏବଂ ଖରଡ଼ି ଲକ୍ଷ୍ମୀନାରାୟଣ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅତିରିକ୍ତ ଶେଣୀ ଗୃହ ପାଠା ଗାର , ଖରଡ଼ି
 ମାର୍କେଟ କମ୍ପ୍ଲେସ ଓ କନ୍ତିରା ଗ୍ରାମର ପଦ୍ମଶ୍ରୀ ନନ୍ଦସାରଙ୍କ ନୂତନ ଚାଟଶାଳୀରେ ସୁକିନ୍ଦା ବିଧାୟକ ତଥା ରାଜ୍ୟ ବିଜେଡି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନନ୍ଦ ସାରଙ୍କ ନୂଆ ଚାଟଶାଳୀ ଗୃହର ଲୋକାର୍ପିତ ହେବାସହ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ମନ୍ତ୍ରୀ ପୁଷ୍ପବୁଛ ଉତ୍ତରୀ ଦେଇ ସଂମ୍ମାନିତ କରିଥିଲେ I ଏନେଇ ବିଧାୟକ ଶ୍ରୀ ଘଡେଇଙ୍କ ବିଭିନ୍ନ କାର୍ଯ୍ୟକୁ ସୁକିନ୍ଦା ଅଞ୍ଚଳରେ ପ୍ରଶଂସା କରାଯାଇଛି l

Culture Minister Jyoti Prakash Panigrahi inaugurated various development projects in Sukinda constituency.
Jajpur: - Biju Gramin Udyan has been inaugurated at Sukinda Haripur by Oriya Language, Literature and Culture Minister Jyoti Prakash Panigrahi in the presence of Sukinda MLA Eng Preeti Ranjan Ghadei of Sukinda Haripur.
 In the presence of Sukinda MLA and senior state general secretary of the state BJD party Ing Pritiranjan Ghadai in the new chat room of Padma Shri Nandasar, Jyoti Prakash Panigrahi, Minister of Oriya Language, Literature and Culture, inaugurated the new Chatra House of Nanda Sar. The work has been praised in the Sukinda area. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !