ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ ହରି ବଲ୍ଳଭ ଦାଶ ଙ୍କ ପ୍ରର୍ଥମ ବାର୍ଷିକ ଉତ୍ସବ ପାଳିତ l

ଯାଜପୁର :- ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ଇଚ୍ଛା ପୁର ଓ ରାମକୃଷ୍ଣ ପୁର ଠାରେ ପୃଥକ ପୂଥକ ଭାବେ ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ କବି ଲେଖକ ସ୍ୱର୍ଗତ ହରି ବଲ୍ଳଭ ଦାଶ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳନ ହୋଇଯାଇଛି l ସ୍ଵର୍ଗତ ଦାଶ ଜଣେ ବିଶିଷ୍ଟ ଶିକ୍ଷାବୀତ୍ ଥିଲେ l ଶିକ୍ଷକତା ସହିତ ଓଡ଼ିଶା ର କଳା ସାହିତ୍ୟ କୁ ନୁତନ ଦିଗ୍ ଦର୍ଶନ ଦେବାରେ ତାଙ୍କର ଭୂମିକା ଅନନ୍ୟ l 
ପାଲାକୁ ନିଶା ଭାବେ ଗ୍ରହଣ କରି ତଥା ଓଡିଶା ର ବିଶିଷ୍ଟ ପାଲା ଗାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ସ୍ଵର୍ଗତ ଦାଶ l ଗଜପତି ମହାରାଜା ତାଙ୍କୁ ଗାୟକ ମହାରଥି ଉପାଧି ରେ ସମ୍ମାନିତ କରିଥିଲେ l ବହୁ କାବ୍ୟ କବିତା ରଚନା କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ସ୍ଵର୍ଗତ ଦାଶ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବ ବିଭିନ୍ନ ହାଇସ୍କୁଲ ରେ ଅବସ୍ଥାପିତ ହୋଇ ଉନ୍ନତି କରି ସୁନାମ ଅର୍ଜନ କରିଥିଲେ l

 ଶିକ୍ଷା ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଉତ୍ତମ ଶିକ୍ଷକ ଭାବ ରେ ବେଶ ପରିଚିତ ଥିଲେ l ଭାଗବାନ ଙ୍କ ଅପୂର୍ବ ଲୀଳା, ଗଣେଶଙ୍କ ଭଜନ ଲେଖୁ ଥିଲେ, ଗଣେଶ ପୂଜା ଦିନ I ଈହଧାମ ତ୍ୟାଗ କରି ଥିଲେ ସ୍ଵର୍ଗତ ଦାଶ l ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଇଚ୍ଛାପୁର ରେ ପାଳିତ ହୋଇଯାଇଛି l ଗ୍ରାମବାସୀଙ୍କ ତରଫରୁ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଜନ ସମାରୋହ, ସ୍ମୃତି ସଭା, ପାଲା ପରିବେଷଣ ବହୁ କାର୍ଯ୍ୟକ୍ରମ ଆ ୟୋଜନ ହୋଇଥିଲା l ତାଙ୍କ ପରି ପାଲା ଗାୟକ ଆଦର୍ଶ ଶିକ୍ଷକ ସ୍ପଟ ବାଦୀ ପରୋପକାରୀ ଜନ୍ମ ହେବା ବିରଳ ବୋଲି ଗ୍ରାମବାସୀ ମାନେ କହିଥିଲେ l କାର୍ଯ୍ୟକ୍ରମ କୁ ସନାତନ ଖଣ୍ଡେଇ ସୁଧାଂଶୁ ଦାଶ ପରିଚାଳନା କରି ଥିଲେ l
Singer Maharathi and eminent educator Hari Ballabh Das celebrated their first anniversary.
Jajpur: Singers Maharathi and eminent educator poet Swargat Hari Ballabh Das have celebrated their first annual Shraddha Utsav at Ichcha Pur and Ramakrishna Pur under the Korei block of the district. His role in giving new direction was to take the unique Pala as a drug and establish himself as the eminent Pala singer of Odisha. The late Das. 
Gajapati Maharaja honored him with the title of Singer Maharathi. The headmaster of Bhabha was well-known for his outstanding contribution to the field of education, having been established and promoted in various high schools. l His first Shraddha is celebrated in Ichchapuram. The villagers said it was rare for a Pala singer-songwriter like him to be born as a spokesperson.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !