ପୀଡ଼ିତାଙ୍କ ଅଭିଯୋଗ ପରେ ମଧ୍ୟ ଦୁର୍ବୃତ୍ତ ଖୁଲମଖୁଲା ବୁଲୁଥିବା ବେଳେ, ପୋଲିସ ର କାର୍ଯ୍ୟକୁ ନେଇ ସାଧାରଣରେ ଆଲୋଚନା l

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : - ରାଜ୍ୟସରକାର ମହିଳା ମାନଙ୍କ ପାଇଁ ମାଆ କୁ ସଂମ୍ମାନ ଗାଁ କୁ କାମ ,ଏଠି ଦେଖନ୍ତୁ ପୁରା ଓଲଟା ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍କ୍ରିୟତା ଦେଖିବାକୁ ମିଳିଛି।ସୂଚନା ମୁତାବକ ଗତ ଜୁନ୨୧ ତାରିଖ ସନ୍ଧ୍ୟା ୮ଟା ବେଳେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର କୁମାର ନାୟକ, ପିତା- ରବିନାରାୟଣ ନାୟକ ନିଶାସକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ନୀରାବତି ନାୟକଙ୍କ ଘରେ ପସି ମରଣାନ୍ତକ ଆକ୍ରମଣ କରିବାପାଇଁ ଗୋଡାଇ ଥିଲା ।କାରଣ ସୁଧୀର ଗତ ଦୁଇ ବର୍ଷ ହେଲା ମଦ୍ୟପାନ ଏବଂ ଖର୍ଚ୍ଚ ପାଇଁ ଦାଦାବଟି ମାଗି ଆସୁଛି ଯାହା ନିରାବତୀ କୁହନ୍ତି ,ମାତ୍ର ନୀରାବତି ମନାକରି ଦିଅନ୍ତି । ଫଳରେ ଯେତେବେଳେ ସୁଧୀର ଆକ୍ରମଣ କରିବାକୁ ଯାଆନ୍ତେ ନୀରାବତି ଘରୁ ଦୈାଡି ବାହାରକୁ ଆସି ଚିତ୍କାର କରିଥିଲେ।ସେହି ସମୟରେ ଗ୍ରାମର କିଛି ଲୋକମାନେ ଆସି ସୁଧୀର ଙ୍କୁ ରୋକିଥିଲେ।ତା ପରଦିନ ୨୨ତାରିଖରେ ଗ୍ରାମ ସଭାରେ ସୁଧୀର କାହାର କଥା ଶୁଣିନଥିଲା ଏବଂ କରିଥିଲା ମୋର କଣ କରିବାର ଅଛି କର।ପୀଡିତା ଆଇନିର ଆଶ୍ରୟ ନେଇ ଗଁଦିଆ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ସୁଚନା କେସ ନଂ ୧୬୫/୨୧ ବୋଲି ଜଣାପଡିଛି। କିନ୍ତୁ ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ଗଁଦିଆ ପୋଲିସ ଦୃର୍ବୁତ୍ତ କୁ ଗିରଫ କରିନଥିଲେ। ପରନ୍ତୁ ସୁଧୀର ବାହାରୁ ଚାରି ଜଣ ବ୍ୟକ୍ତିଙ୍କୁ ଧରି ଦିବାଲୋକରେ ପିଡିତାଙ୍କ ଘର ଚାରିପଟେ ଘୁରି ବୁଲୁଛନ୍ତି, ତାଙ୍କୁ ଗଣବଳତ୍କାର କରି ତାଙ୍କ ଉପରେ ଏସିଡ୍ ପକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ନୀରାବତି ସାମ୍ବାଦିକ ସମିଳନୀ ରେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।ଏଠି ପ୍ରଶ୍ନ ଉଠୁଛି ପୋଲିସ କାହିଁକି ସୁଧୀର କୁ ଗିରଫ କରୁନାହିଁ ? ଏହା କଣ ଆମ ମହିଳା ମାନଙ୍କ ପାଇଁ ମାଆ କୁ ସନ୍ମାନ ଗାଁ କୁ କାମ ହେଉଥିବାର ଶଶକ୍ତିକରଣ।ପିଡିତା କୁହନ୍ତି ଏହିପରି ଅନେକ ଜାନାକାରି କେସ୍ ଆଖପାଖ ଅଞ୍ଚଳରେ କରିଛନ୍ତି ସୁଧୀର। ଦୃର୍ବୁତ୍ତ ଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ପିଡିତା ଦାବି କରିଛନ୍ତି ।ପରେ ଗଁଦିଆ ଥାନା ଅଧିକାରୀ ବିଷ୍ମୁଚରଣ ବାରିକ୍ କହିଛନ୍ତି କି ଆସାମୀ କୁ ଦୁଇଦିନ ମଧ୍ୟରେ ଗିରଫ୍ କରିବେ  ।
Even after the victim's complaint, the miscreant was still walking around openly, discussing the work of the police in general.
Dhenkanal (Beuro Report): - The state government is working for women to honor their mothers, look here. Sudhir Kumar Nayak of the village, father-in-law Rabinarayan Nayak, who was intoxicated with a sharp weapon, entered the house of Nirabati Nayak, an Anganwadi worker in the village, and chased him to carry out a deadly attack. . As a result, when Sudhir went to attack, Nirabati ran out of the house and shouted. At that time, some villagers came and stopped Sudhir. The next day, on the 22nd, he did not listen to anyone at the village meeting and did what I had to do. . The information is found in Case No. 145/21. But even after a long time, Gandhian police did not arrest Durbut. "Sudhir was walking around the victim's house in broad daylight holding four people outside, trying to rape her and trying to throw acid on her," Nirabati told a news conference. "The villagers are in a state of panic." "It simply came to our notice then. The victim demanded that the perpetrators be severely punished.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !