ଶ୍ରୀ ଲିଙ୍ଗରାଜ ସେନା ପକ୍ଷରୁ ଅଟୋ ଓ ଟ୍ରଲି ରିକ୍ସା ଚାଳକ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ I

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଶ୍ରୀ ଲିଗଂରାଜ ସେନା କାର୍ଯ୍ୟନିର୍ବାହୀ କମିଟି ପ୍ରସ୍ତାବିତ ଶୁଖିଲା ଖାଦ୍ୟ ବଣ୍ଟନ ଲିଗଂରାଜ ନୂଆମାର୍କେଟ ପରିସରରେ ସମ୍ପୂଣ୍ନ ରୂପରେଖ ନେଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ କରୋନା ମହାମାରୀକୁ ଖାତିର ନକରି ସାମାଜିକ ଦୁୁରତ୍ୱ ଏବଂ ମାସ୍କ ଆଊ ଲିଗଂରାଜ ସେନାର ପୋଷାକ ପିନ୍ଧି ଶତାଧିକ କର୍ମୀ ସ୍ୱେଛାକୃତ ଭାବେ ସ୍ୱେଛାାସେବୀ ଭାବେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । କରୋନା ମହାମାରୀ ସମୟରେ ଲୋକକଂ ଦୁଃଖଦୁର୍ଦ୍ଧଶାକୁ ହୃଦୟଗଂମ କରି କିଛିବର୍ଗର ଲୋକଂକୁ ସାହାର୍ଯ୍ୟ କରାଯାଇଥିବା ବେଳେ ,ଅଟୋ,ଟ୍ରଲିରିକ୍ସାର ଶତାଧିକ ଡ୍ରାଇଭର ମାନକୁଂ ସାହାର୍ଯ୍ୟ କରିବାପାଇଁ ଲିଗଂରାଜ ସେନାର ଶତାଧିକ କର୍ମୀ ଅଣ୍ଟାଭିଡି ଅାଗକୁ ଆଗେଇ ଆସିଥିଲେ । ପୁରୁଣାଭୁବନେଶ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅଭିନବ ଉପୟରେ ଅଭିନବ ଢଗଂରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ମରେ ବେସାହାର ଜୀବିକା ହରାଇଥିବା ଖଟିକିଆ ମେହନତ ଶ୍ରମିକର ମୁହଁରେ ହସ ଫୁଟାଇ ପାରିଥିବାରୁ ଏହି କାର୍ଯ୍ୟକର୍ମର ସର୍ବତ ପ୍ରଶଂସା କରାଯାଇଥିଲା । 
ଲିଗଂରାଜସେନାର ଏହି ପ୍ରଶଂସନୀୟ କାର୍ଯ୍ୟକୁ ପୁରୁଣାଭୁବନେଶ୍ୱର ତଥା ଆଖପାଖ ଅଚଂଳର ଜନସାଧାରଣ ସହଯୋଗର ହାତ ବଢାଇଥିବାରୁ ଲିଗଂରାଜ ସେନାର ସଭାପତି ରାଜେନ୍ଦ୍ର ସମର୍ଥା କୃତଗ୍ୟଂତା ଞାପନ କରି ଏହି କାର୍ଯ୍ୟକର୍ମକୁ ସୂଚାରରୁପେ ନିଷ୍ଠାର ସହ କାର୍ଯ୍ୟକୁ ଆଗକୁ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଧୀରେନ୍ ପଟନାୟକ, ଶ୍ୟାମସୁନ୍ଦର ମହାପାତ୍ର,ସେନାର ସଂମ୍ପାଦକ ବିରଚିଂ ପତି,କାର୍ଯ୍ୟକାରୀ ସଭାପତି ଅଚଂଳ ବଟୁ, ବେଣୁଧର ପାତ୍ର,କମଳାକାନ୍ତ ବଟୁ, ପ୍ରସନ୍ନ ମହାସୁଆର,ଦାଶରଥି ଗରାବଡୁ ,ଦେବୀ ପ୍ରସାଦ ନନ୍ଦ,ହେମନ୍ତ ପଣ୍ଡା,ନାରାୟଣ ମହାପାତ୍ର,ଦୀପକ ମହାପାତ୍ର,ଗୋପନ ମହାସୁଆର,ସରୋଜ କୁମାର ପ୍ରଧାନ,ରମେଶ ମଲ୍ଲିଆ,ଶ୍ରୀକାନ୍ତ ପଣ୍ଡା,ଲୁଲୁ ମହାପାତ୍ର ,ସରୋଜ ପଣ୍ଡା,ପ୍ରତାପ ପଟନାୟକ,ଅମରେନ୍ଦ୍ର ଗରାବଡୁ ,ତପନ ରାଉତରାୟ,ଶିବ ବେହେରା,ଶିବ ରାୟ,ରବିନ୍ଦ୍ର ବିଶାେଇ, ଟୁଟୁ ପଣ୍ଡା, ଏବଂ ଅନ୍ୟାନ ସଭ୍ୟମାନେ ଉପସ୍ଥିତ ରହିଥିଲେ।
Dry food distribution to auto and trolley rickshaw drivers by Shri Lingaraj Sena. 
Bhubaneswar (Beuro Report) :- The Shri Ligarh Sena Executive Committee has completely redesigned the proposed dry food distribution area of ​​the Ligarh New Market. Hundreds of workers, dressed in military uniforms and masks, dressed in military uniforms and masks, ignored the corona epidemic and volunteered to help. Hundreds of Ligurian Army workers rushed to the scene to help hundreds of drivers in auto and trolley cars, while others were helped to understand the plight of the people during the Karona epidemic. The event, held in Purunabhubaneswar, was attended by a number of dignitaries who inaugurated the distribution of dry food. The event, which was held in an innovative way, was widely praised for its ability to put a smile on the faces of hard-working workers who lost their livelihoods. Rajendra Samartha, president of the Lingaraj Sena, thanked the people of Purunabhubaneswar and the surrounding area for extending this commendable work to the laity and commended them for their dedication to the cause. 
 The function was attended by Dhiren Patnaik, Shyamsunder Mohapatra, Army Secretary Birching Pati, Executive President Achangal Batu, Benudhar Patra, Kamalakant Batu, Prasanna Mahaswar, Dashrathi Garabdu, Devi Prasad Nand, Hemant Panda, Narayan Mohapatra, Deepak Mohapatra, Ramesh Mallia, Srikkanth Panda, Lulu Mohapatra, Saroj Panda, Pratap Patnaik, Amarendra Garabdu, Tapan Rautaray, Shiv Behera, Shiv Ray, Rabindra Bishai, Tutu Panda, and other members were present.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !