ଦୁଇଟି ବନ୍ଧୁକ ସହ ଜଣେ ଗିରଫ I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- ଗତ କାଲି ଅପରାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଭରତ ପୁର ଥାନା ପୋଲିସ ସବ ଇନ୍ସପେକ୍ଟର ମାନସ ରଞ୍ଜନ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏକ ଦଳ ଅତର୍କିତ ଚଢ଼ାଉ କରି ଭରତ ପୁର ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରୁ ପଶ୍ଚିମବଙ୍ଗ ଘେଟୁଆ ଗ୍ରାମ ର ବାବୁଜାନ ଖାଁ ନାମକ ଜୈନକ ଯୁବକକୁ ଗିରଫ କରିଛନ୍ତି। 
ଗିରଫ ସମୟରେ ତା ନିକଟରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ୦.୨୨ ମିମି. ର ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଜବତ ହୋଇଥିବା ବନ୍ଧୁକ ଓ ଗୁଳି ସମ୍ପର୍କୀୟ କୋଣସି ବିଧିବଦ୍ଧ ପ୍ରମାଣ ପତ୍ର ପୋଲିସ କୁ ଦେଖାଇ ନ ପାରିବାରୁ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I ଏହି ବନ୍ଧୁକ କେଉଁଠୁ ଆସିଲା ଓ ତାହା କେଉଁ ଉଦ୍ଦେଶ୍ଯ ରେ ରହିଥିଲା, ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ ପାଇଁ ପ୍ରୟାସ ଜାରି ରଖିଛି l
One arrested with two guns. 
Bhubaneswar (Beuro Report): A team under the supervision of Bharatpur Police Sub-Inspector Manas Ranjan Mallick raided the area yesterday afternoon and arrested Babujan Khan, a resident of Ghetua village in West Bengal under Bharatpur police station. 
 Two guns and 10 rounds of 0.22 mm were seized from him at the time of his arrest. "The rescue squad wasn't called for him," she told the Associated Press. Police are still trying to determine the whereabouts of the firearms and the purpose of the shooting, as they have not been able to show the police any evidence of the firearms or ammunition seized.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !