ପ୍ରଶାସନ ଶୁଣିଲାନି, ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାସ୍ତା ନିର୍ମାଣ କଲେ ଅଞ୍ଚଳବାସୀ ।

ବଲାଙ୍ଗୀର :- ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା:ପ:ଅନ୍ତର୍ଗତ ନିଲିଯିବାହାଲ ଠାରୁ ବେଳପଡା ବ୍ଲକ ବୁଦାମୁଣ୍ଡା ପର୍ଯ୍ୟନ୍ତ ୧ କିମି ରାସ୍ତା କୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ରାସ୍ତା ନିର୍ମାଣ କରାଗଲା । ଏହି ମହତ କାର୍ଯ୍ୟରେ ଅଞ୍ଚଳ ର ବଦାନ୍ୟ ବ୍ୟକ୍ତି ଓ ଜନସାଧାରଣ ଙ୍କ ସାହାଯ୍ୟ ସହଯୋଗ ତଥା ଆର୍ଥିକ, ମାନସିକ, ଶାରୀରିକ ,ଅନ୍ନ ଭୋଜନ ର ସାହାଯ୍ୟ ରହିଛି । ଏହି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ରୋଗୀ, ବେପାରୀ ଯାତାୟାତ କରିଥାନ୍ତି । 
ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ରାଜନେତା ଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି କିଛି ଲାଭ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ରାସ୍ତା ନିର୍ମାଣ କରିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !