ସମ୍ବିଧାନର ସୁରକ୍ଷା ପାଇଁ ଦାବି କରୁଛି କଂଗ୍ରେସ ଆଗକୁ କଣ ହେବ?

ବ୍ୟୁରୋ ରିପୋର୍ଟ :- ଦେଶରେ ବିରୋଧୀଦଳଙ୍କ ପକ୍ଷରୁ ଏପରି ପ୍ରଚାର କରାଯାଇଥିଲା ଯେ  ୨୪ ନିର୍ବାଚନ ରେ ବିଜେପି ନେତୃତ୍ୱାଧୀନ ଏନଡିଏ ୪୦୦ ରୁ ଅଧିକ ସିଟ୍ ଜିତିବାକୁ ଚାହୁଁଛି ଯାହା ଦ୍ୱାରା ସମ୍ବିଧାନ ପରିବର୍ତ୍ତନ କରି ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରିପାରିବ ।କିନ୍ତୁ 
ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଏହାର 'ସମ୍ବିଧାନର ସୁରକ୍ଷା' ଦାବିରେ ଟ୍ରାକରେ ଥିବା ଜଣାପଡିଛି ଏବଂ ସମ୍ବିଧାନର କପି ପ୍ରଦର୍ଶନ କରି ନିଜକୁ ସମ୍ବିଧାନର ତଥାକଥିତ 'ରକ୍ଷକ' ଭାବରେ ଉପସ୍ଥାପନ କରିଛନ୍ତି ।ଦେଖା ଯାଉ ଆଗକୁ ଏହି ନିଷ୍ପତ୍ତି କେତେଦୂର ଯାଉଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !